Posted inଖେଳ

IND vs PAK: ଭାବି ଆସିଥିଲେ ଦୁବାଇ…ପାଣ୍ଡ୍ୟାଙ୍କ ମ୍ୟାଚ୍‌ ଦେଖିବାକୁ ଆସିଥିଲେ ଗାର୍ଲପ୍ରେଣ୍ଡ, ଫଟୋ ଭାଇରାଲ

ଦୁବାଇ,୨୩।୨: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ବିଗ ଫାଇଟ ଖେଳାଯାଉଛି । ଏହି ହାଇଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ ଲୋକପ୍ରିୟ କଳାକାର, ରାଜନେତାମାନେ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଏହାରି ଭିତରେ ଦୁବାଇ ପଡିଆରେ ହିଁ ଭାରତୀୟ ଷ୍ଟାର ଅଲରାଉଣ୍ଡର ତଥା ଦୁର୍ଦ୍ଦଶ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମିଷ୍ଟ୍ର ଗର୍ଲଫ୍ରେଣ୍ଡ ଜୈସମିନ ବାଲିଆ ମଧ୍ୟ ଉପସ୍ଥିତ ଅଛନ୍ତି। ।
Hardik Pandya Girlfriend Jasmine Walia: ଗତ କିଛି ଦିନ ହେବ ଜୈସମିନଙ୍କ ନାମ ଚର୍ଚ୍ଚାରେ ରହିଛି । କୁହାଯାଉଛି, ନତାଶା ଷ୍ଟେନକୋଭିକଙ୍କଠୁ ଡିଭୋର୍ସ ନେବା ପରେ ହାର୍ଦ୍ଦିକ ଜୈସମିନଙ୍କୁ ଡେଟ କରୁଛନ୍ତି । ମାତ୍ର ଉଭୟଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରକାରର ପୁଷ୍ଟି କରାଯାଇ ନାହିଁ ।

Hardik Pandya Girlfriend: ଭାରତ-ପାକିସ୍ତାନ ମ୍ୟାଚରେ ଏକ ଫଟୋ ଏବେ ଝଡ ସୃଷ୍ଟି କରିଛି । ଏହି ଫଟୋ ଅନ୍ୟ କାହାର ନୁହଁ, ବରଂ ଜୈସମିନ ବାଲିଆଙ୍କର । ପ୍ରକାଶଥାଉ ଯେ, ଜୈସମିନ ବାଲିଆ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡରେ ରହିଛନ୍ତି । ସୁନ୍ଦରୀ ଜୈସମିନ ମୂଳତଃ ଭାରତୀୟ, ମାତ୍ର ବ୍ରିଟିଶ ନାଗରିକ । ଜୈସମିନ ପେଶାରେ ଜଣେ ଗାୟିକା ଓ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାଁ ମଧ୍ୟ । ହାର୍ଦ୍ଦିକ ଓ ଜୈସମିନଙ୍କୁ ପୂର୍ବରୁ ମଧ୍ୟ ଗ୍ରୀସରେ ଛୁଟି ମନାଇବା ସମୟରେ ଦେଖାଯାଇଥିଲା । ସେବେଠୁ ଏ ଚର୍ଚ୍ଚା ଜୋର ଧରିଥିଲା । ଭାରତ-ପାକିସ୍ତାନ ୍ଯଯାଚରେ ଜୈସମିନଙ୍କ ଉପସ୍ଥିତି ଏ ଚର୍ଚ୍ଚାକୁ ଏବେ ରୋଚକ ଖୋରାକ ଯୋଗାଉଛି । ଫ୍ୟାନ୍ସ ତାଙ୍କୁ ଦେଖି କହୁଛନ୍ତି ଭାବି ଦୁବାଇ ଆସିଥିଲେ…


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri