ଏଇ ଭାରତରେ

ଗରିବ ଯୁବକମାନଙ୍କୁ ବେଲୁନ ଡେକୋରେଶନ ମାଧ୍ୟମରେ ରୋଜଗାର ବାଟ ଦେଖାଉଛନ୍ତି ଅହମଦାବାଦର ମିଲନ ବିଚିଓ୍ବାଲ। ତାଙ୍କୁ ସମସ୍ତେ ବେଲୁନବାଲା ଡାକନ୍ତି। ନାଁ ସିନା ବେଲୁନବାଲା, କିନ୍ତୁ ସେ ବେଲୁନ ଡେକୋରେଶନରେ ଅନ୍ୟମାନଙ୍କୁ ଖୁସି କରିବା ସହ ସଡ଼କରେ ବେକାର ହୋଇ ବୁଲୁଥିବା ୨୫୦ ଗରିବ ଯୁବକଙ୍କୁ ରୋଜଗାର ଦେଇ ସେମାନଙ୍କ ଦ୍ୱାରା ବି ରୋଜଗାର ସୃଷ୍ଟି କରିବାରେ ଲାଗିଛନ୍ତି ମିଲନ। ସେ ଜନ୍ମଦିନଠାରୁ ଆରମ୍ଭ କରି ସବୁପ୍ରକାର ଉତ୍ସବର ବେଲୁନ ଡେକୋରେଶନରେ ଏହି ଯୁବକମାନଙ୍କୁ ନିଯୁକ୍ତ କରାଇଛନ୍ତି। ଏହା କେବଳ ଏକ ବିଜ୍‌ନେସ ନୁହେଁ ବରଂ ସାମାଜିକ ସ୍ତରରେ ବେରୋଜଗାରରେ ପରିବର୍ତ୍ତନ ଆଣିବାର ଏକ ଉପାୟ ବୋଲି ସେ କହନ୍ତି । ସେ ୮ ବର୍ଷ ହେଲା ଏହି କାମ କରିଆସୁଛନ୍ତି। ଆରମ୍ଭରୁ ତାଙ୍କୁ ୧୦ଟି ଅର୍ଡର ମିଳିବା କଷ୍ଟକର ଥିଲା, ହେଲେ ଏବେ ମାସକୁ ୧୦୦ରୁ ଊର୍ଦ୍ଧ୍ୱ ଡେକୋରେଶନ ପାଇଁ କାମ ମିଳୁଛି। ମିଲନଙ୍କ ସହ କାମ କରୁଥିବା ଯୁବକମାନେ ମଧ୍ୟ ଏହି କାମ ଶିଖିବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri