ଏଇ ଭାରତରେ

ଦୁଇ ବନ୍ଧୁ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଏଫ୍‌ଏମ୍‌ସିସି ବୋତଲ ତିଆରି କରି ବର୍ଜ୍ୟ ସମସ୍ୟା ସମାଧାନ କରିବାରେ ଅଣ୍ଟା ଭିଡ଼ିଛନ୍ତି। ହାଇଦ୍ରାବାଦର ମନି ବାଜପେୟୀ ଏବଂ ରାଜ ମଦନଗୋପାଳ ‘ବାନିୟନ ନେଶନ’ ଷ୍ଟାର୍ଟଅପ୍‌ ଗଠନ କରି ଏବେ ସୁଦ୍ଧା ୧ ଲକ୍ଷ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ରିସାଇକ୍ଲିଂ କରି ୩୦୦ ମିଲିୟନ (୩୦ କୋଟି) ଏଫ୍‌ଏମ୍‌ସିସି ବଟଲ ତିଆରି କରିସାରିଲେଣି। ମନି ବାଜପେୟୀ ଏମ୍‌ବିଏ କରିବା ସହ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ସେ ବିଭିନ୍ନ ସ୍ଥାନରେ ଠୁଳ ହୋଇଥିବା ପ୍ଲାଷ୍ଟିକ ବର୍ଜ୍ୟ ଦେଖି ତାହାର ପୁନଃ ଉପଯୋଗ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ସେ ସ୍କ୍ରାପ୍‌ ସଂଗ୍ରହକାରୀ, ବର୍ଜ୍ୟ ଗୋଟାଳି ଏବଂ କବାଡିଆଙ୍କ ସହ ଯୋଗାଯୋଗ କରି ଏ ଦିଗରେ ଆଗେଇଥିଲେ। ପରେ ତାଙ୍କ ସହ ଯୋଗ ଦେଇଥିଲେ ରାଜ ମଦନଗୋପାଳ। ଦୁହେଁ ୨୦୧୩ରେ ଆକର୍ଷଣୀୟ ଚାକିରି ଛାଡ଼ି ହାଇଦ୍ରାବାଦରେ ପ୍ଲାଷ୍ଟିକ ରିସାଇକ୍ଲିଂ କମ୍ପାନୀ ବାନିୟନ ନେଶନ ଆରମ୍ଭ କରିଥିଲେ। ସେମାନେ ତିଆରି କରୁଥିବା ଏଫ୍‌ଏମ୍‌ସିସି ବୋତଲରେ ଶାମ୍ପୁ, ଡିଟରଜେଣ୍ଟ ଓ ଲୋଶନ ପ୍ୟାକ୍‌ କରାଯାଉଛି। ମୁଖ୍ୟତଃ ଏହି ବୋତଲକୁ ହିନ୍ଦୁସ୍ଥାନ ୟୁନି ଲିଭର, ସେଲ୍‌, ଏଚ୍‌ପିସିଏଲ୍‌ ଏବଂ ରେକିଟ୍ଟି ଆଦି କମ୍ପାନୀକୁ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri