ଏଇ ଭାରତରେ

ସେବାର ପ୍ରତୀକ ସାଜିଛନ୍ତି ଶିବମ୍‌ ସୋନି। ମଧ୍ୟପ୍ରଦେଶର ଯୁବକ ଶିବମ୍‌ ପ୍ରତିଦିନ ଗରିବ ଲୋକଙ୍କୁ ୧୦ ଟଙ୍କାରେ ଖାଦ୍ୟ ଦେଉଛନ୍ତି। ଏପରି କି ଅନେକ ଦିନ ଧରି ମାଗଣାରେ ବି ଖାଦ୍ୟ ଯୋଗାଉଛନ୍ତି। ଏ ବାବଦରେ ସେ ସବୁ ଖର୍ଚ୍ଚ ନିଜ ରୋଜଗାର ଓ ଅନ୍ୟମାନଙ୍କଠାରୁ ଯୋଗାଡ଼ କରି ଭରଣା କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରି ସାହାଯ୍ୟ ଯୋଗାଇଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଶିବମ୍‌ ତାଙ୍କ ନିଜ ଜୀବନର ଅନୁଭବକୁ ଆଧାର କରି ଏଭଳି ଖାଦ୍ୟ ଦେବାର ନିଷ୍ପତ୍ତି ନେଇଥିତ୍ଲେ। ତାଙ୍କ ଜୀବନ ବହୁ କଷ୍ଟରେ କଟିଛି। ଅର୍ଥାଭାବରୁ ଇଞ୍ଜିନିୟରିଂ ପଢ଼ା ବନ୍ଦ କରିବା ପରେ ସେ ୨୦୧୮ରେ ଏକ ରେସ୍ତୋରାଁ ଆରମ୍ଭ କରିଥିଲେ। ପରେ ସୋରିଆସିସ୍‌ ରୋଗରେ ପୀଡ଼ିତ ହୋଇ ତାହାକୁ ବନ୍ଦ କରିଦେଲେ ଓ ଋଣ ଶୁଝିବାରେ ସବୁ ହରାଇ ଇନ୍ଦୋର ଚାଲିଯାଇଥିଲେ। ସେଠାରେ ଷ୍ଟେଶନରେ ଶୋଉଥିଲେ ଓ ଲଙ୍ଗରରେ ଖାଉଥିଲେ। ଏପରି କି ବହୁ ସମୟ ଖାଲିପେଟରେ ରହୁଥିଲେ। ସେହି ସମୟରେ ହିଁ ଜଣେ ଭୋକିଲାର ଭୋକଜ୍ୱଳାକୁ ଅନୁଭବ କରିଥିଲେ ଓ ଅନ୍ୟମାନଙ୍କୁ ଖାଦ୍ୟ ଦେବା ଲାଗି ସିକ୍ୟୁରିଟି ଗାର୍ଡ ଚାକିରି ଆରମ୍ଭ କଲେ। ସେହି ରୋଜଗାରରେ ଅସହାୟଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ, ଯାହାକୁ ସେ ଏବେ ମଧ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri