ଏଇ ଭାରତରେ

ସରକାରୀ କିମ୍ବା କମ୍ପାନୀଠାରୁ ଲୋକେ ବିଦ୍ୟୁତ୍‌ ନେଇ ଦେୟ ଦେଇଥାନ୍ତି। କିନ୍ତୁ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ନିଜ ଘରେ ସୋଲାର ବିଦ୍ୟୁତ୍‌ ଉତ୍ପାଦନ କରି ସରକାରଙ୍କୁ ଦେଉଛନ୍ତି। ବେଙ୍ଗାଲୁରୁ ନିବାସୀ ପୃଥିବୀ ମନଗ୍ରୀ ତାଙ୍କ ଛାତ ଓ ଅଗଣାରେ ୫ କିଲୋଓ୍ବାଟର ସୋଲାର ପ୍ୟାନେଲ ବିଛାଇ ତାଙ୍କର ଶକ୍ତି ଆବଶ୍ୟକତା ପୂରଣ କରିବା ସହ ନିକଟସ୍ଥ ଗ୍ରୀଡ୍‌କୁ ଦେଉଛନ୍ତି। ଏ ବାବଦରେ ବେଙ୍ଗାଲୁରୁ ଇଲେକ୍ଟ୍ରିସପ୍ଲାଇ କମ୍ପାନୀ ଲିମିଟେଡ (ବିଇଏସସିଓଏମ) ପୃଥିବୀଙ୍କୁ ୟୁନିଟ୍‌ ପିଛା ୭ ଟଙ୍କା । ପ୍ରତି ୧୫ ଦିନରେ ବିଇଏସସିଓଏମ୍‌ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରୁଛି। ଦେଢ ବର୍ଷ ତଳେ ପୃଥିବୀ ସୋଲାର ବିଦ୍ୟୁତ୍‌ ଉତ୍ପାଦନ ଲାଗି କାର୍ଯ୍ୟ ଆରମ୍ଭ । ସେ ୧୫ଟି ପ୍ୟାନେଲ ପାଇଁ ୫ ଲକ୍ଷ ଖର୍ଚ୍ଚ କରିଥିଲେ। ସୋଲାର ବିଦ୍ୟୁତ ଉତ୍ପାଦନ ପରେ ତାଙ୍କ ଘରେ ବିଦ୍ୟୁତ୍‌ ବିଲ୍‌ ବାବଦ ଖର୍ଚ୍ଚ ବର୍ଷକ ମଧ୍ୟରେ ୧ ଲକ୍ଷ ଟଙ୍କା ବଞ୍ଚାଇ ପାରିଛନ୍ତି। ପୃଥିବୀ ଜଣେ ମ୍ୟୁଜିକ ପ୍ରଡ୍ୟୁସର, କିନ୍ତୁ ବିଦ୍ୟୁତ୍‌ ଉତ୍ପାଦନରେ ତାଙ୍କର ଅଭିନବ ପଦ୍ଧତି ଅନେକଙ୍କ ପାଇଁ ଉଦାହରଣ ସାଜିଛି।
ଏଭଳି ପଦ୍ଧତି ଆପଣାଇଲେ ନିଜର ଶକ୍ତି ଚାହିଦା ମେଣ୍ଟାଇବା ସହ ରାଜ୍ୟ ଓ ଦେଶର ଶକ୍ତି ଆବଶ୍ୟକତା ପୂରଣ କରାଯାଇପାରିବ ବୋଲି କହନ୍ତି ପୃଥିବୀ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri