ଏଇ ଭାରତରେ

ଭାରତରେ କିଛି ବିଶେଷ କାର୍ଯ୍ୟ ପାଇଁ କେତେକ ଗାଁ ସ୍ବତନ୍ତ୍ର ପରିଚିତି ହାସଲ କରିପାରିଛନ୍ତି। ସେଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗର ଅନିୟା ଓ ଗଙ୍ଗପୁର ଅନ୍ୟତମ। ଏହି ଦୁଇ ଗାଁ ଦିନକୁ ୬ କୁଇଣ୍ଟାଲ ରାବିଡ଼ି ପ୍ରସ୍ତୁତ କରି ବିଭିନ୍ନ ଜାଗାକୁ ଯୋଗାଉଛନ୍ତି। କୋଲକାତା ନିକଟରେ ଥିବା ଏହି ଦୁଇ ଗାଁକୁ ଲୋକେ ରାବିଡ଼ି ଗାଁ ଭାବେ ଜାଣନ୍ତି। ଗାଁରେ ରାବିଡ଼ି ୟୁନିଟ୍‌ ଅଛି। ୟୁନିଟ୍‌ଗୁଡ଼ିକରେ ରାବିଡ଼ି ପ୍ରସ୍ତୁତ କାର୍ଯ୍ୟରେ ଶତାଧିକ ମହିଳା ନିଯୁକ୍ତ ହୋଇ ଆମତ୍ନିର୍ଭରଶୀଳ ହୋଇପାରିଛନ୍ତି। ନିଯୁକ୍ତ ମହିଳାମାନେ ପ୍ରତି ମାସରେ ୨୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ହାରାହାରି ଜଣେ ମହିଳା ଦିନକୁ ୧୬ କେଜି ରାବିଡ଼ି ପ୍ରସ୍ତୁତ କରୁଛନ୍ତି। ୧୯୮୦ ଦଶକରେ ପାନାଲାଲ ବଲ୍‌ଟି ନାମକ ବ୍ୟକ୍ତି ପ୍ରଥମେ ଅନିୟାରେ ମିଠା ଦୋକାନ କରି ସେଠାରେ ରାବିଡ଼ି ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ଏହି କାର୍ଯ୍ୟରେ ଗାଁର ୭୦ ପରିବାର ଜଡ଼ିତ ହୋଇଥିଲେ। ଏହାର ପ୍ରଭାବ ଗଙ୍ଗପୁରରେ ପଡ଼ିଥିଲା ଓ ସେହି ଗାଁରେ ଲୋକେ ରାବିଡ଼ି ତିିଆରିରେ ଜଡ଼ିତ ହୋଇଛନ୍ତି। ଏବେ ଦୁଇ ଗାଁର ପ୍ରାୟ ସବୁ ପରିବାର ଏଥିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri