ଘରେ ଦେଖାଦେଉଛି କି ଧନର ଅଭାବ.. ତୁରନ୍ତ ପରିତ୍ୟାଗ କରନ୍ତୁ ଏସବୁ ଅଭ୍ୟାସ

ନୀତିଶାସ୍ତ୍ରର ମହାନ ପଣ୍ଡିତ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ‘ଚାଣକ୍ୟ ନୀତି’ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଛନ୍ତି। କେଉଁଟି କରିବା ଠିକ୍‌, କେଉଁଟି ଭୁଲ ତାହା ଦର୍ଶାଇଛନ୍ତି। ସେଭଳି ଗୋଟିଏ ହେଲା ମା’ ଲକ୍ଷ୍ମୀଙ୍କ କୃପା ଲଭିବା ଅର୍ଥାତ ଧନର ଅଭାବ କେବେ ନ ହେବା।

ସେ କୁହନ୍ତି ମନୁଷ୍ୟର କିଛି ଅଭ୍ୟାସ ପାଇଁ ଲକ୍ଷ୍ମୀ ତାଙ୍କ ନିକଟରେ ବାସ କରନ୍ତି ନାହିଁ। ଜାଣନ୍ତୁ ସେ ସମ୍ପର୍କରେ..

– ଚାଣକ୍ୟ କୁହନ୍ତି, ମନୁଷ୍ୟକୁ ସର୍ବଦା ନିଜ ଆଚରଣ ଉପରେ ଧ୍ୟାନ ଦେବା ଜରୁରୀ। ଖରାପ ଆଚରଣ କରୁଥିବା ବ୍ୟକ୍ତି ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। କାରଣ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ। ଏଥିପାଇଁ ସେ ଗୋଟିଏ ସ୍ଥାନରେ ବେଶି ସମୟ ରୁହନ୍ତି ନାହିଁ। ଏଣୁ ମନୁଷ୍ୟକୁ ସବୁ ପରିସ୍ଥିତି ଅନୁସାରେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ। ଧନକୁ ସଞ୍ଚୟ କରିବା ଏବଂ ଉଚିତ ସ୍ଥାନରେ ବ୍ୟୟ କରିବା ଦରକାର। ଯଦି ଏପରି ନ କରନ୍ତି ଅସୁବିଧାରେ ପଡ଼ିପାରନ୍ତି।

– ମନୁଷ୍ୟକୁ କେବେ କାହାର ଅପମାନ କରିବା ଉଚିତ ନୁହେଁ। ଅପମାନ କରିବା ସ୍ବଭାବ ଥିବା ଲୋକ ଅପଯଶ ପାଇଥାଏ। ଆମ ଭିତରେ ସଦ୍‌ଭାବନା ଗୁଣ ରହିବା ଆବଶ୍ୟକ।

-ଲୋଭୀ ବ୍ୟକ୍ତିଙ୍କ ନିକଟରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ବୋଲି ଚାଣକ୍ୟ କୁହନ୍ତି। ଏହି କାରଣରୁ ଏଭଳି ସ୍ବଭାବ ଥିବା ମନୁଷ୍ୟ ସର୍ବଦା ଧନସମ୍ପତ୍ତି ପଛରେ ଦୌଡ଼ିଥାଏ। ସେ ସର୍ବଦା ଅନ୍ୟର ସଫଳତା ଦେଖି କଷ୍ଟ ପାଇଥାଏ।

– ମା ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରନ୍ତି। ଏଣୁ ଲୋକମାନେ ଅପରିଷ୍କାର ରହିଲେ, ପୋଷାକ ପିନ୍ଧିଲେ ତାଙ୍କ ଘରେ ଲକ୍ଷ୍ମୀ ବାସ କରି ନଥାନ୍ତି। ଅଳସୁଆ ଲୋକଙ୍କ ପାଖରେ ମଧ୍ୟ ଟଙ୍କାର ଅଭାବ ରହିଥାଏ ବୋଲି ଚାଣକ୍ୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri