ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…

ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍‌। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି। ହେଲେ ଡାଟା ଶୀଘ୍ର ଶେଷ ହୋଇଯାଉଥିବାରୁ ସେଥିରୁ ବିରତ ହୋଇଥାନ୍ତି। ଆଜି କିଛି ଟିପ୍ସ ସେଭଳି ବ୍ୟବହାରକାରୀଙ୍କ ଲାଗି କହିବାକୁ ଯାଉଛୁ, ଯେଉଁମାନେ ଭିଡିଓ ଦେଖିଲେ ବି ଡାଟା ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ।

ଭିଡିଓ କ୍ୱାଲିଟି କମ୍‌ କରନ୍ତୁ:
ଏହା ସବୁଠାରୁ ସାଧାରଣ ଉପାୟ ଅଟେ। ହେଲେ ବହୁ ଉପାଦୟ। ୟୁଟ୍ୟୁବ ଭିଡିଓ ଦେଖିବା ସମୟରେ କ୍ୱାଲିଟି କମ୍‌ କରିଦେଲେ ଅଧିକ ଡାଟା ସଞ୍ଚୟ କରିପାରିବେ।

ଅଫଲାଇନ୍‌ ମୋଡର ବ୍ୟବହାର କରନ୍ତୁ:
ୟୁଟ୍ୟୁବ୍‌ରେ ଅଫଲାଇନ୍‌ ମୋଡ୍‌ର ବ୍ୟବହାର କରି ଆପଣ ଭିଡିଓକୁ ଅଫଲାଇନ୍‌ରେ ଡାଉନଲୋଡ କରିପାରିବେ। ପରେ ଇଣ୍ଟରନେଟ ନ ଥିଲେ ବି ଭିଡିଓ ଦେଖିପାରିବେ।

ଅଟୋପ୍ଲେକୁ ବନ୍ଦ କରନ୍ତୁ:
ଆପଣ ୟୁଟ୍ୟୁବର ଅଟୋପ୍ଲେ ଫିଚ୍‌ରକୁ ବନ୍ଦ କରିଦିଅନ୍ତୁ। କାରଣ ଗୋଟିଏ ଭିଡିଓ ଶେଷ ହେବା ପରେ ଆଗାମୀ ଭିଡିଓ ଅଟୋମେଟିକ୍‌ ଆରମ୍ଭ ହୋଇଯିବ। ଏହାଦ୍ୱାରା ଅଧିକ ଡାଟା ସରିବ।

ଓ୍ବାଇଫାଇ ମିଳିଲେ କରନ୍ତୁ ଡାଉନଲୋଡ:
ଯଦି ଆପଣ ମୋବାଇଲ ଡାଟାରୁ ଭିଡିଓ ଦେଖିଥାନ୍ତି ତେବେ ଆପଣ ଓ୍ବାଇଫାଇରେ ଏହାକୁ ଡାଉନଲୋଡ କରିନେଇପାରନ୍ତି। ପରେ ଇଣ୍ଟରନେଟ ବିନା ତାକୁ ଦେଖିପାରିବେ।
ଡାଟା ସେଭିଂସ୍‌ ଅପଶନର ଉପଯୋଗ କରନ୍ତୁ:
ୟୁଟ୍ୟୁବ୍‌ ଆପ୍ଲିକେଶନରେ ଉପଲବ୍ଧ ହେଉଥିବା ଡାଟା ସେଭିଂ ଅପଶନ୍‌ର ଉପଯୋଗ କରନ୍ତୁ। ଏହାଦ୍ୱାରା ଡାଟାର ବ୍ୟବହାର କମ୍‌ ହେବ।
ଆଡବ୍ଲକରର ବ୍ୟବହାର କରନ୍ତୁ: ବିଜ୍ଞାପନଗୁଡ଼ିକୁ ବ୍ଲକ କରିବା ଲାଗି ଆଡବ୍ଲକ୍‌ ଏକ୍ସଟେଶନର ଉପଯୋଗ କରନ୍ତୁ। କାରଣ ବିଜ୍ଞାପନ ଯୋଗୁ ଅଧିକ ଡାଟା ଶେଷ ହୋଇଥାଏ।

ୟୁଟ୍ୟୁବ୍‌ ମ୍ୟୁଜିକ୍‌: ଯଦି ଆପଣ କେବଳ ଭିଡିଓକୁ ଶୁଣୁଛନ୍ତି ତେବେ ୟୁଟ୍ୟୁବ୍‌ ମ୍ୟୁଜିକ୍‌ର ବ୍ୟବହାର କରିପାରିବେ। ଏହାଦ୍ୱାରା ଅନେକ ଡାଟା ବଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri