











ଆଜି ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ। ଗଣତନ୍ତ୍ରର ପ୍ରତୀକ ଶନିଙ୍କ ପ୍ରଭାବରୁ ରାଜନୀତିରେ ସାଂଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ଉତ୍ତରଭାଦ୍ର ନକ୍ଷତ୍ର ଆଜି ତରବରିଆ ଭାବେ କୌଣସି କାମ କରିବା ଠିକ୍ ହେବ ନାହିଁ।

