ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ ବର୍ଷା ହେଉ କି ବର୍ଷା ଋତୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତଙ୍କୁ ଥଣ୍ଡା ହେବା ଥୟ। ଆଉ ଏଥିପାଇଁ ବାରମ୍ବାର ହସ୍ପିଟାଲ ଦୌଡ଼ିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଲୋକମାନେ ହସ୍ପିଟାଲକୁ ଯିବାକୁ ଡରୁଛନ୍ତି। ଏଭଳି ସ୍ଥିତିରେ ଔଷଧ ବ୍ୟତୀତ କିଛି ଘରୋଇ ଚିକିତ୍ସାରେ ବି ଥଣ୍ଡାରୁ ମୁକ୍ତି ମିଳିପାରିବ
*ବିରିୟାନୀ ପ୍ରସ୍ତୁତି କଲାବେଳେ ସାଧାରଣତଃ ପିଆଜକୁ ଟିକେ କଡ଼ା କରି ଭଜା ଯାଇଥାଏ। ସମ୍ପୂର୍ଣ୍ଣ ମଉଳିବା ଯାଏଁ ତାକୁ ଭାଜିଲେ ବିରିୟାନୀ ସାଦିଷ୍ଟ ହୋଇଥାଏ। ତେବେ ଜାଣିଛନ୍ତିକି କଡ଼ା ଭଜା ହୋଇଥିବା ପିଆଜ ସର୍ଦ୍ଦିରୁ ରକ୍ଷା କରେ। ଏପରିକି କଫ ଜମିଥିଲେ ଏହା ଉପଶମ ପ୍ରଦାନ କରିଥାଏ।
*ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, ତେବେ ଥଣ୍ଡା ଦୂର କରିବା ପାଇଁ ପାନପତ୍ରର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏଥିଲାଗି କିଛି ପାନପତ୍ରକୁ ଛେଚି ସେଥିରେ ଅଳ୍ପ ମହୁ ମିଶାଇ ଖାଆନ୍ତୁ। ଦେଖିବେ ଥଣ୍ଡା ଖୁବ୍‌ଶୀଘ୍ର ଭଲ ହୋଇଯିବ।
* ସେହିପରି କିରୋସିନ୍‌ ଗନ୍ଧ ସମସ୍ତଙ୍କୁ ଭଲ ଲାଗି ନ ଥାଏ। କିନ୍ତୁ ଅତ୍ୟଧିକ ଥଣ୍ଡା ହୋଇଥିଲେ ଛାତିରେ କିଛି କିରୋସିନ ଘସିଲେ ଏଥିରୁ ଉପଶମ ମିଳିଥାଏ।
* ଗଳାରେ ସଂକ୍ରମଣ ହୋଇଥିଲେ ଗରମ ପାଣି ଦ୍ୱାରା ଗର୍ଗଲିଂ କରିଥାଉ। ତେବେ ଏହା ସ୍ଥାନରେ ଚକୋଲେଟକୁ ମଧ୍ୟ ନେଇପାରିବେ। କାରଣ ଏଥିରେ ଥିବା ଥିଓବ୍ରୋମାଇନ ଗଳାର ସଂକ୍ରମଣରୁ ରକ୍ଷା କରିଥାଏ ବୋଲି ବିଶେଷଜ୍ଞ ମତ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ତ୍ୱଚା ପାଇଁ ବରଦାନ ଗ୍ଲିସେରିନ୍‌

ସୁନ୍ଦର ଏବଂ ମୁଲାୟମ ତ୍ୱଚା ସର୍ବଦା ଆକର୍ଷଣୀୟ ଲାଗିଥାଏ। ଆଉ ନିଜ ତ୍ୱଚାକୁ ଏପରି କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି...

ଡେଙ୍ଗୁରୁ ଦୂରେଇ ରଖେ ଏହି ଘରୋଇ ଚିକିତ୍ସା…

ଖରାଦିନେ ମଶା ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ରହିଥାଏ। ତେବେ କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ...

ଉତ୍ତମ ଚିନ୍ତାଧାରା ଅନ୍ତରାଳେ…

ମଣିଷ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ। ଉତ୍ତମ ଚିନ୍ତାଧାରା ସହ ସୁସ୍ଥ ଜୀବନଯାପନ କରିବାର ସ୍ବପ୍ନ ବି ଦେଖେ। ତେଣୁ ବିଚାରଧାରାକୁ ସକାରାତ୍ମକ ରଖିବା ଦରକାର।...

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ...

ହୃଦ୍‌ଜନିତ ସମସ୍ୟା ଓ ଭିଟାମିନ୍‌ ‘ସି’

ହୃଦ୍‌ଘାତଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ଉପାୟ ରହିଛି। ଏଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ସି’କୁ ସାମିଲ କରିବାକୁ ୟୁନିଭର୍ସିଟି ଅଫ୍‌ ଲଣ୍ଡନର...

ସାବଧାନ ! ଓଠ-ମୁହଁ ନୀଳ ପଡୁଛି କି, ଶୀଘ୍ର ଡାକ୍ତରଙ୍କ ସହିତ କରନ୍ତୁ ପରାମର୍ଶ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଲୋକଙ୍କଠାରେ ପ୍ରକାଶ ପାଉଥିବା କରୋନା ସଂକ୍ରମଣ ନେଇ ବିଶେଷଜ୍ଞମାନଙ୍କୁ ପକ୍ଷରୁ ସଚେତନତା ସୂଚନା ଜାରି କରାଯାଇଛି। ଶରୀରରେ...

ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ...

Advertisement
Archives

Model This Week