ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏହି ଡାଏଟ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେଣୁ କିଛି ଡାଏଟ୍‌ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେବ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…

ଗଜାଶସ୍ୟ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ପ୍ରତିଦିନ ଗଜା ଶସ୍ୟ ଖାଆନ୍ତୁ। ମୁଗ, ବୁଟ, ମଟର ଆଦିକୁ ପାଣିରେ ପକାଇ ଏହାକୁ ଗଜା କରି ସକାଳେ ଖାଆନ୍ତୁ।

ସବୁଜ ପନିପରିବା:
ଉଚ୍ଚ ରକ୍ତଚାପ ରୋଗୀ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସବୁଜପନିବାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ପ୍ରତିଦିନ କ୍ଷୀର ଏବଂ ଛେନା ଖାଆନ୍ତୁ। ଯେ କୌଣସି ନିଶାଦ୍ରବ୍ୟ ତୁରନ୍ତ ପରିହାର କରନ୍ତୁ।

ରୁଟି: ଚୋକଡ଼ଯୁକ୍ତ ଅଟାରେ ପ୍ରସ୍ତୁତ ରୁଟି ଖାଆନ୍ତୁ।

ଏତଦ୍‌ବ୍ୟତୀତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କମ୍‌ ତେଲ ବ୍ୟବହାର କରନ୍ତୁ। କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ୍‌, ଫାଇବର, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ। ଯେପରିକ କମଳା, ଅଙ୍ଗୁର, ଲେମ୍ବୁ ଇତ୍ୟାଦି। ଏଥିସହିତ ଦୈନନ୍ଦିନ ୮/୧୦ ଗ୍ଲାସ ପାଣି ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ରୁମ୍‌ ତିଆରି କରନ୍ତୁ ଏହି ଦିଗରେ : ଦୂର ହେବ ବିବାହ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ  ଯେତେବେଳେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ...

ବୈବାହିକ ସମ୍ପର୍କ ବି ଭାଙ୍ଗିପାରେ ବହି, ଜାଣନ୍ତୁ କିପରି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ...

ଏହି ୪ ରାଶିର ଯୁବତୀଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା; ଧନର ଅଭାବ କ’ଣ ଏମାନେ ଜାଣନ୍ତି ନାହିଁ…

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ...

ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ...

ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ ହେଉଛି କି?

ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍‌ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ...

ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା...

ଓ୍ବାଟର୍‌ ଫାଉଣ୍ଟେନ୍‌ ରଖିବେ କେଉଁଠି…

ସୁଖ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରୟାସ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଓ୍ବାଟର୍‌ ଫାଉଣ୍ଟେନ୍‌...

ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି କି…

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ...

Advertisement
Archives

Model This Week