ପ୍ରଚାର ମଇଦାନରେ ହେଭିଓ୍ବେଟ

ପଦ୍ମପୁର,୨୩।୧୧(ଡି,ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ଲାଗି ମଇଦାନରେ ଷ୍ଟାରକ୍ୟାମ୍ପେନରଙ୍କ ଭିଡ଼ ଦେଖିବାକୁ ମିଳୁଛି। ମଇଦାନକୁ ଓହ୍ଲାଉଛନ୍ତି। ହେଭିଓ୍ବେଟ। ୩ ରାଜନୈତିକ ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଲୋକଙ୍କ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।