Posted inଫୁରସତ

କୁକୁର ଆତ୍ମହତ୍ୟା କରିବାର କେବେ ଦେଖିଛନ୍ତି କି? ଯଦି ନା ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ…

ଆପଣ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ ପଶୁମାନଙ୍କର ଅନେକ ଭିଡିଓ ଦେଖିଥିବେ। କେତେକ ଭିଡିଓରେ ପଶୁମାନଙ୍କ କାର୍ଯ୍ୟ ଆଶ୍ଚର୍ଯ୍ୟଚକିତ କରିଥାଏ। ବିଲେଇମାନେ ବଡ଼ବଡ଼ କୋଠାରୁ ଡେଉଁଥିବାର ଦେଖିଥିବେ। ବିଲେଇମାନଙ୍କର ଶରୀର ଯଥେଷ୍ଟ ନମନୀୟ। ଯେତେବେଳେ ସେ ଉଚ୍ଚତାରୁ ଡେଇଁଥାନ୍ତି ସେତେବେଳେ ନିଜ ଶରୀରକୁ ଖାଲି ଛାଡ଼ିଦେଇଥାନ୍ତି। ଏହି କାରଣରୁ ତଳେ ପଡ଼ିଲେ ମଧ୍ୟ କୌଣସି ଆଘାତ ପାଆନ୍ତି ନାହିଁ। କିନ୍ତୁ ନିକଟରେ ଏକ କୁକୁର ମଣିଷ ପରି ଛାତରୁ ଡେଇଁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି।

 

 

View this post on Instagram

 

A post shared by Mike Holston (@therealtarzann)

ଭାଇରାଲ ହେଉଥିବା ଏହି ଭିଡିଓରେ ଚତୁର୍ଥ ମହଲାରୁ ଗୋଟିଏ କୁକୁର ଡେଇଁପଡ଼ିଥିବାର ନଜର ଆସିଛି। ସାଧାରଣତଃ କୁକୁରମାନେ ବହୁତ ବୁଦ୍ଧିମାନ ଅଟନ୍ତି। ସେମାନେ ଏପରି ଭୁଲ୍‌ କରନ୍ତି ନାହିଁ। କୁକୁରମାନଙ୍କର ଧାରଣା ଅଛି ଯେ, ଯଦି ସେମାନେ ଏତେ ଉଚ୍ଚତାରୁ ଡେଇଁପଡ଼ନ୍ତି, ତେବେ ସେମାନେ ଆଘାତ ପାଇବେ ଏବଂ ଜୀବନ ମଧ୍ୟ ହରାଇ ପାରନ୍ତି। କିନ୍ତୁ ଏହି ଭିଡିଓରେ କୁକୁରର କ’ଣ ହେଲା କିଏ ଜାଣେ? ସେ ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡ଼ିଲା। ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।

ଭିଡିଓ ପୋଷ୍ଟ ହେବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଏକ କଳାରଙ୍ଗର କୁକୁର ୪ ମହଲାରୁ ତଳରକୁ ଡେଇଁଲା। ତା’ପରେ ଆଗକୁ ଦୌଡ଼ିଲା। ଏହା ଲୋକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି। ଅନେକ ଲୋକ ମନ୍ତବ୍ୟରେ ଲେଖିଛନ୍ତି ଯେ, ଏହି ଦୁର୍ଘଟଣା ପରେ କୁକୁରର ଜୀବନ କେବେ ବି ବଞ୍ଚିବା କଥା ନୁହେଁ। କୁକୁରଟି ଯେପରି ଡେଇଁଲା, ତା’ର ଶରୀରର ଅନେକ ଅଂଶ ଆହତ ହୋଇଥିବ। ରକ୍ତସ୍ରାବ ମଧ୍ୟ ହୋଇଥିବ। ଏହି କାରଣରୁ ସେ ଜୀବନ ହରାଇଥାଇପାରେ ବୋଲି ଅନେକ ୟୁଜର ସୋସିଆଲ ମିଡିଆରେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri