Posted inଜାତୀୟ

ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ବଡ଼ ଉପହାର, ଘୋଷଣା କଲେ…

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁଯାୟୀ, ମୁଦ୍ରା ଋଣର ସୀମା ବର୍ତ୍ତମାନ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ଜୁଲାଇ ୨୩, ୨୦୨୪ ରେ ଘୋଷଣା କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁଯାୟୀ ଦିଆଯାଇଥିବା ୧୦ ଲକ୍ଷ ଟଙ୍କାର ଋଣ ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ବର୍ତ୍ତମାନ ଏହି ଘୋଷଣା କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ସୀମା ବୃଦ୍ଧି ମୁଦ୍ରା ଯୋଜନାର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ଏବଂ ଏହିପରି ନୂତନ ଉଦ୍ୟୋଗୀ ଯେଉଁମାନେ ପାଣ୍ଠି ଆବଶ୍ୟକ କରନ୍ତି ସେମାନେ ବର୍ତ୍ତମାନ ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ଏବଂ ବିସ୍ତାର ପାଇଁ ଅଧିକ ପାଣ୍ଠି ଉପଲବ୍ଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଶାହାଙ୍କ ବଡ଼ ଘୋଷଣା

ରାଞ୍ଚି,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଭାଜପା...

ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର ଫେରାଇ ନେବେ ମୋଦି ସରକାରରୁ ସମର୍ଥନ? ମୌଲାନାଙ୍କ ବଡ଼ କଥା

ନୂଆଦିଲ୍ଲୀ,୩।୧୧: ରବିବାର (୩ ନଭେମ୍ବର, ୨୦୨୪) ୱାକଫ ବୋର୍ଡ ସଂଶୋଧନ ଉପରେ ଜାମିଆତ-ଉଲେମା-ଇ-ହିନ୍ଦ ଅଧ୍ୟକ୍ଷକ ମୌଲାନା ଅର୍ଶଦ ମଦାନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି...

ଭାଜପାର ବଡ଼ ଆକ୍ସନ, ଅଧ୍ୟକ୍ଷ ପଦରୁ ହଟିଲେ ରବୀନ୍ଦ୍ର

ଶ୍ରୀନଗର,୩।୧୧: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ଭାଜପା ବର୍ତ୍ତମାନ ସଂଗଠନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର...

୧୦୦ ଥ୍ରେଟ୍‌ ଇମେଲ ପଠାଇଥିବା ବ୍ୟକ୍ତି ଖୋଲିଲେ ଏହାର ରାଜ୍‌, ଲେଖିଛନ୍ତି ଆତଙ୍କବାଦ ଉପରେ ପୁସ୍ତକ

ନୂଆଦିଲ୍ଲୀ,୩।୧୧: ଦେଶର ଏୟାରଲାଇନ୍ସ ଏବଂ ହୋଟେଲଗୁଡିକ ଗତ କିଛି ଦିନ ହେବ ବୋମା ଧମକ ପାଉଛନ୍ତି। ଏହି ମାମଲାରେ ନାଗପୁର ପୋଲିସ ୩୫ବର୍ଷ ବୟସ୍କ ଯୁବକଙ୍କୁ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି।...

ସନାତନ ଧର୍ମର ସୁରକ୍ଷା ପାଇଁ ପଓ୍ବନ କଲ୍ୟାଣ ଲଞ୍ଚ କଲେ ‘ନରସିଂହ ବାରାହି ବ୍ରିଗେଡ’

ଅମରାବତି,୩।୧୧: ଦକ୍ଷିଣର ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ...

ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ କଂଗ୍ରେସ ନେତାଙ୍କ ପାଇଁ ପଡିଲା ଭାରି, ଅଜୟ ରାୟ ନେଲେ ବଡ଼ ଆକ୍ସନ

ଲକ୍ଷ୍ନୌ,୩।୧୧: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଡକ୍ଟର ୟୁନୁସ ଚୌଧୁରୀଙ୍କୁ...

ପ୍ରଦୂଷଣଜନିତ ରୋଗରେ ଦିଲ୍ଲୀର ୬୯% ପରିବାର

ନୂଆଦିଲ୍ଲୀ, ୩।୧୧: ଦୀପାବଳି ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ମାନ ହ୍ରାସ ପାଇଛି। ଫଳରେ ଲୋକଙ୍କ ଶ୍ୱାସକ୍ରିୟାଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ ପ୍ଲାଟ୍‌ଫର୍ମ ଲୋକାଲ ସର୍କଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri