ଦୁର୍ଘଟଣାରେ ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ, ମେଡିକାଲରେ ଉତ୍ତେଜନା

ଗଞ୍ଜାମ,୨।୧୦(ଡି.ଏନ୍‌.ଏ.): ଋଷିକୂଲ୍ୟା ପୋଲଠାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଞ୍ଜାମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଅନିଲ କୁମାର ପରିଡ଼ା ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ରାତି ସାଢ଼େ ୯ଟା ସମୟରେ ଏହି ଘଟଣା ଘଟିଛି।
ଖବର ପାଇ ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ବର୍ତ୍ତମାନର ଛାତ୍ର ସଂସଦ ସଭାପତି ରାକେଶ ରଞ୍ଜନ ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ତାଙ୍କୁ ଗଞ୍ଜାମ ମେଡିକାଲକୁ ଆଣିଥିଲେ। ସେଠାରେ ଜରୁରିକାଳୀନ ସେବା ଲାଗି ଆମ୍ବୁଲାନ୍ସ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l ସ୍ଥାନୀୟ ଅଞ୍ଚଳର ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ବାବୁଲି ପଣ୍ଡା, ଦୁର୍ଗା ମାଧବ ପାଣିଗ୍ରାହୀ, ମଦନ ପାଢ଼ୀ, ପପୁ ପଣ୍ଡାଙ୍କ ସମେତ ୩୫ରୁ ଊର୍ଦ୍ଧ୍ୱ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ l ମେଡିକାଲ ଆୟୁଷ ଡାକ୍ତର ବନୋଜ କାନ୍ତ କର ମେଡିକାଲରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ହଟିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ

ବରଗଡ ଅଫିସ, ୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ଶୁକ୍ରବାର...

ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର...

ଧରାପଡ଼ିଲେ ଚୋର, ଥାନାରେ ଅଟକ

ଆରଡ଼ି,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ଠାରେ ଥିବା ଓଳଗ ଗ୍ରାମର ଅଙ୍କିତ ନାୟକଙ୍କ ମୋବାଇଲ ମରାମତି ଦୋକାନରୁ ରବିବାର ରାତିରେ ଏକ...

ନରେନ୍ଦ୍ରପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ଶେରଗଡ଼,୨୧ା୮(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ଦୁଇ ଭାଇ। ଉଭୟଙ୍କୁ ଜ୍ୱର ହେବାରୁ...

ପାଣିଓହଳାରେ ନିଆଁ

ଢେଙ୍କାନାଳ ଅଫିସ, ୧୫।୪ – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ଢେଙ୍କାନାଳ ସହରର ସୁରକ୍ଷା କବଚ ପାଣିଓହଳା ପାହାଡ଼ରେ ମଙ୍ଗଳବାର ନିଆଁ ଲାଗିଛି। ପାଖାପାଖି ୨...

ରାସ୍ତାକଡ଼ରେ ବିକୁଥିଲେ କେନ୍ଦୁ: ମାଡ଼ିଗଲା ଟ୍ରକ୍‌,୨ ମୃତ; ୪ ଆହତ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ନିପୋ ଗ୍ରାମ ନିକଟସ୍ଥ କାଞ୍ଜିପାଣି ଘାଟି ଏନ୍‌ଏଚ୍‌ ୪୯ରେ ସଡ଼କ ଦୁର୍ଘଟଣାରେ ଜଣେ କେନ୍ଦୁ ବିକାଳିଙ୍କ ସମେତ...

ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ...

ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର...

Advertisement
Archives

Model This Week