ପୂର୍ବତନ ଡିଜିପି ଏସ୍‌.ଏନ୍‌. ତିଓ୍ବାରୀଙ୍କ ପରଲୋକ

ଭୁବନେଶ୍ୱର,୫।୮(ବ୍ୟୁରୋ): ପୂର୍ବତନ ପୋଲିସ ଡିଜି ଏସ୍‌.ଏନ୍‌. ତିଓ୍ବାରୀଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତିଓ୍ବାରୀଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।