ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ

ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି ଏଠାରେ ପ୍ରାୟ ତିନି ବର୍ଷ ଧରି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ରପ ମନିଟର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ପ୍ରଥମ ୨୫ ଦିନରେ ଇଥିଓପିଆର କିଛି ଅଞ୍ଚଳରେ ୫ରୁ ୧୦ସେଣ୍ଟିମିଟର(୨ ରୁ ୪ ଇଞ୍ଚ) ବର୍ଷା ରେକର୍ଡ କରାଯାଇଥିଲା। ସୂଚନାଯୋଗ୍ୟ, ଏଠାରେ ଏଥର ସାମାନ୍ୟରୁ ଅଧିକ ବର୍ଷା ହୋଇଛି।
ଜଳବାୟୁ ବିଶେଷଜ୍ଞ କହିଛନ୍ତି, କେନିଆରେ ବର୍ଷା ସାଧାରଣତ ଠାରୁ ଅଧିକ ସମୟ ରହିଥାଏ। ପରେ ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହୁଏ। ହେଲେ ଚଳିତ ବର୍ଷ ବର୍ଷା ଏକାସାଙ୍ଗରେ ଆରମ୍ଭ ହୋଇଥିଲା । ମାର୍ଚ୍ଚର ଶେଷ ଦୁଇ ସପ୍ତାହରେ, ଏହି ତିନୋଟି ଦେଶରେ ଏତେ ବର୍ଷା ହୋଇଥିଲା ଯେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଇଥିଓପିଆରେ ପ୍ରବଳ ବର୍ଷା ହେତୁ ଶାବଲେ ଏବଂ ଜୁବା ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିଲା। ମିଳିତ ଜାତିସଂଘ କାର୍ଯ୍ୟାଳୟର ସମନ୍ବୟ କାର୍ଯ୍ୟାଳୟ (UN OCHA) ଅନୁଯାୟୀ ଦକ୍ଷିଣ ସୋମାଲିଆ ଏବଂ ପୂର୍ବ ଇଥିଓପିଆର ଦୁଇଟି ନଦୀ ବନ୍ଧ ଭାଙ୍ଗିବା ପରେ ଘର, ବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟ ସୁବିଧା ନଷ୍ଟ ହୋଇଯାଇଥିଲା।
ଆଫ୍ରିକାର ହର୍ନରେ ପ୍ରାୟ ତିନିବର୍ଷର ଇତିହାସରେ ସବୁଠାରୁ ଖରାପ ମରୁଡ଼ି ପରିସ୍ଥିତି ଦେଖାଯାଇଛି। ୨୦୨୦ରୁ ଗତ ବର୍ଷ ପର୍ଯ୍ୟନ୍ତ ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହୋଇ ନ ଥିଲା । ଏହି କାରଣରୁ ପ୍ରାୟ ୧.୪ନିୟୁତ ଲୋକ ସୋମାଲିଆ ଛାଡିଥିବାବେଳେ ମରୁଡ଼ି କାରଣରୁ ୩.୮ ନିୟୁତ ପ୍ରାଣୀଙ୍କର ମତ୍ୟୁ ହୋଇଥିଲା।୧୯୮୧ ପରଠାରୁ ଶାବଲେ-ଜୁବା ନଦୀ ଅବବାହିକାରେ ଚଳିତ ବର୍ଷ ସର୍ବନିମ୍ନ ବୃଷ୍ଟିପାତ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ଇଥିଓପିଆ ଏବଂ ସୋମାଲିଆରେ ବର୍ଷା ହେତୁ ୧୦୦୦ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା। କୃଷି ହେଉଛି ଏହି ଦେଶର ଲୋକଙ୍କ ମୁଖ୍ୟ ବୃତ୍ତି । ଏହି ଅଞ୍ଚଳର ଅଧିକାଂଶ ଫସଲ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି। ଫଳରେ ଏବେ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri