ଚିଲିକାରେ ମାଛ ଉପତ୍ାଦନ ବଢ଼ୁଛି: ଚିଙ୍ଗୁଡ଼ି , କଙ୍କଡ଼ା କମୁଛି

ଭୁବନେଶ୍ୱର,୧୨।୯ (ଅନୁରାଧା ମହାରଣା): ଚିଲିକାରୁ ଉପତ୍ାଦିତ ହେଉଥିବା ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ଚାହିଦା ରାଜ୍ୟରୁ ଆରମ୍ଭକରି ସମଗ୍ର ଦେଶ ତଥା ବିଦେଶରେ ମଧ୍ୟ ରହିଛି। ପ୍ରତିବର୍ଷ ଚିଲିକା ହ୍ରଦରୁ ମାଛ ଉପତ୍ାଦନ ପରିମାଣ ବଢ଼ୁଛି। ମାତ୍ର ଚିଙ୍ଗୁଡ଼ି ଓ କଙ୍କଡ଼ା ଉପତ୍ାଦନ ପରିମାଣ କମିବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ମସତ୍‌ୟ ଜାତୀୟ ଉପତ୍ାଦନ ପରିମାଣ ୧୯୪୨୮.୩୦ ମେଟ୍ରିକ୍‌ ଟନ୍‌ ରହିଥିବାବେଳେ ୨୦୨୨-୨୩ରେ ୧୯୮୦୭.୫୬ ମେଟ୍ରିକ ଉପତ୍ାଦନ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପରିମାଣ ୨୦୯୪୭.୪୧ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧୨୧୮୭.୫୮ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩୦୩୪.୬୦ ମେଟ୍ରିକ୍‌ ଟନ୍‌ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୪୮୩.୭୪ ମେଟ୍ରିକ୍‌ ଟନ୍‌ ମାଛ ଉପତ୍ାଦିତ ହୋଇଛି। ଅନ୍ୟପଟେ ୨୦୨୧-୨୨ ଆର୍ଥିକ ବର୍ଷରେ ୬୭୬୨.୦୧୫ ମେଟ୍ରିକ୍‌ ଟନ୍‌ ଚିଙ୍ଗୁଡ଼ି, ୨୦୨୨-୨୩ରେ ୬୩୨୭.୮୦ ମେଟ୍ରିକ୍‌ ଟନ୍‌ ଏବଂ ୨୦୨୩-୨୪ରେ ଚିଙ୍ଗୁଡ଼ି ଉପତ୍ାଦନ ୬୦୩୮ ମେଟ୍ରିକ୍‌ ଟନ୍‌କୁ ହ୍ରାସ ପାଇଛି। ସେହିପରି ୨୦୨୧-୨୨ରେ ୪୭୮.୭୦ ମେଟ୍ରିକ୍‌ ଟନ୍‌ କଙ୍କଡ଼ା ଉପତ୍ାଦନ କରାଯାଇଥିବାବେଳେ ୨୦୨୨-୨୩ରେ ୪୪୫.୧୬ ମେଟ୍ରିକ୍‌ ଟନ୍‌ କଙ୍କଡ଼ା ଉପତ୍ାଦନ ହୋଇଛି। ୨୦୨୩-୨୪ରେ କଙ୍କଡ଼ା ଉପତ୍ାଦନ ପରିମାଣ ୪୨୪.୭୧ ମେଟ୍ରିକ୍‌ ଟନ୍‌କୁ ହ୍ରାସ ପାଇଛି। ସୂଚନା ଥାଉକି, ବୁଧବାର ଗୃହରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖି ମସତ୍‌ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଳିକ ଏହି ସୂଚନା ଦେଇଛନ୍ତି। ଗତ ୩ ବର୍ଷରେ ଚିଲିକାରୁ କେତେ ଚିଙ୍ଗୁଡ଼ି, ମାଛ, କଙ୍କଡ଼ା ଓ ଅନ୍ୟ ମସତ୍‌ୟଜାତ ଦ୍ରବ୍ୟ ଉପତ୍ାଦିତ ହୋଇଛି ବୋଲି ବିଧାୟକ ବଳବନ୍ତରାୟ ପ୍ରଶ୍ନ ଉପସ୍ଥାପନ କରିଥିବାବେଳେ ମନ୍ତ୍ରୀ ଉତ୍ତରରେ ଏହି ତଥ୍ୟ ରଖିଥିଲେ। ତେବେ ଉପତ୍ାଦନ ବୃଦ୍ଧି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମନ୍ତ୍ରୀ ଆଲୋକପାତକରି କହିଛନ୍ତି, ଚିଲିକାରେ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟକ୍ରମ, ମତ୍ସ୍ୟ ସମ୍ପଦର ଆକଳନ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉପରେ ଗବେଷଣା, ମସତ୍‌ୟ ଅବତରଣ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ଏବଂ ଚିଲିକାକୁ ସଂଯୋଗ କରୁଥିବା ଅନ୍ତନାଳୀଗୁଡ଼ିକରେ ପଟୁମାଟି ପୋତିହୋଇଯାଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri