Categories: ଖେଳ

ପଞ୍ଚମ ମ୍ୟାଚ: ଆରସିବି ବନାମ ଏମଆଇ…

ବେଙ୍ଗାଲୁରୁ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ପଞ୍ଚମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ବେଙ୍ଗାଲୁରୁର ଏମ.ଚେନାସ୍ବାମୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଫାଫ ଡୁ ପ୍ଲେସିସ (ଅଧିନାୟକ), ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ବିରାଟ କୋହଲି, ସୁୟାଶ ପ୍ରଭାସସେ, ଅନୁଜ ରାୱତ, ମନୋଜ ଭଣ୍ଡେଜ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ମାଇକେଲ ବ୍ରେସୱେଲ, ଶାହାବାଜ ଅହମ୍ମଦ, ଡେଭିଡ ୱିଲି, ହର୍ଷଲ ପଟେଲ, ସିଦ୍ଧାର୍ଥ କୌଲ, କରନ ଶର୍ମା, ରେସ ଟୋପଲି, ମହମ୍ମଦ ସିରାଜ, ସୋନୁ ଯାଦବ, ଆକାଶ ଦୀପ, ରାଜନ କୁମାର, ଅବିନାଶ ସିଂ, ଫିନ ଆଲେନ, ହିମାଂଶୁ ଶର୍ମା ପ୍ରମୁଖ ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), ଡିୱାଲ୍ଡ ବ୍ରେଭିସ, ରମଣଦୀପ ସିଂ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ତ୍ରିଷ୍ଟାନ ଷ୍ଟବ୍ସ, ଟିମ ଡେଭିଡ, କ୍ୟାମେରନ ଗ୍ରୀନ, ଶ୍ୟାମ ମୁଲାନି, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ, ହ୍ରିତିକ ଶୋକେନ, ଅର୍ଜୁନ ତେନ୍ଦୁଲକର, , ଅର୍ଶଦ ଖାନ, ଜେସନ ବେହେରେଣ୍ଡର୍ଫ, ସନ୍ଦୀପ ୱାରିଅର୍‌, ଆକାଶ ମାଧୱାଲ, ଡୁଆନ ଜାନସେନ, ବିଷ୍ଣୁ ବିନୋଦ, ନେହଲ ୱାଡେରା, ରାଘବ ଗୋଏଲ ପ୍ରମୁଖ ଅଛନ୍ତି।

Share