ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର ଅଧିକାରୀ ଜୋନ୍ସ ଖ୍ୟାତନାମା ପପ୍‌ ଗାୟକ ମାଇକେଲ ଜାକ୍‌ସନ୍‌ଙ୍କ ଐତିହାସିକ ‘ଥ୍ରିଲର’ ଆଲବମ୍‌ ନିର୍ମାଣଠାରୁ ଆରମ୍ଭ କରି ଅନେକ ପୁରସ୍କୃତ ଚଳଚ୍ଚିତ୍ର ପାଇଁ ଗୀତ ଲେଖିତ୍ଥିଲେ। ତାଙ୍କର ପରଲୋକ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି । ୧୯୬୧ରୁ ଜୋନ୍ସ ୨୮ ଥର ଗ୍ରାମୀ ଆଓ୍ବାର୍ଡରେ ପୁରସ୍କୃତ ହୋଇଥିଲେ। ଏଥିସହିତ ସେ ୩ ଥର ଗୋଲ୍ଡ ଗ୍ରାମୋଫୋନ୍‌ ଫର୍‌ ପ୍ରଡ୍ୟୁସର ଅଫ୍‌ ଦି ଇୟର ଏବଂ ଆଲ୍‌ବମ ଆଣ୍ଡ୍‌ ସଙ୍ଗ୍‌ ଅଫ୍‌ ଦି ଇଅର ଭାବେ ୨ ଥର ଗ୍ରାମୀ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ…

ଇରାନୀ ଡ୍ରୋନ ଆକ୍ରମଣରେ ୩ ଭାରତୀୟ ଆହତ ଘଟଣାକୁ ନେଇ ଚେତାବନୀ ଜାରି କଲା ଦେଶ

ନୂଆଦିଲ୍ଲୀ,୫।୫: ପଶ୍ଚିମ ଏସିଆର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନାହିଁ। ସୋମବାର (ମେ ୪) ଦିନ, ୟୁଏଇର ଫୁଜୈରାହ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରିଜ ଜୋନ (FOIZ) ରେ ଡ୍ରୋନ ଆକ୍ରମଣ…

ଦାଦନ ଖଟିବାକୁ କେରଳ ଯାଇଥିଲେ ଅଭିମନ୍ୟୁ, ପାଲଟିଲେ ଶବ

ଚିକିଟି,୫।୫(ପ୍ରକାଶ ଚନ୍ଦ୍ର ସାହୁ): କେରଳସ୍ଥିତ ଥିରୁଭାନନ୍ତପୁରମ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ରବିବାର ମୃତ୍ୟୁ ଘଟିଛି l ସେ ହେଲେ ଗଞ୍ଜାମ…

ବୈତରଣୀ ନଦୀ କୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ସୋମବାରଠୁ ଥିଲେ ନିଖୋଜ

ପାଟଣା,୫ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି…

ଆସାମରେ ହାରିଲେ ୩ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଜାଣନ୍ତୁ….

ଗୁଆହାଟୀ,୫ା୫: ଆସାମ ବିଧାନସଭା ନିର୍ୱାଚନରେ ୩ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ, ପୂର୍ୱ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ: ସରକାରଙ୍କୁ କ୍ଷତିପୂରଣ ଦାବି କଲେ ଗୋପୀନାଥ

ମୋହନା,୫।୫( ମନ୍ମଥ ମିଶ୍ର ): ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ, ୫ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri