ଏହି କାମ ପାଇଁ ଘଣ୍ଟାକୁ ୫ ହଜାର ଟଙ୍କା ଦେବେ ଏଲନ ମସ୍କ: ଏମିତି କରିପାରିବେ ଆବେଦନ

କାଲିଫର୍ନିଆ,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏକ୍ସ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଏହି ସମୟରେ ମସ୍କ ଏମିତି କିଛି କରିଛନ୍ତି,ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମସ୍କ ଏକ ଜବରଦସ୍ତ ଚାକିରି ଅଫର ଆଣିଛନ୍ତି। ଏହି ଅଫର ଅନୁଯାୟୀ, ଆପଣ ପ୍ରତି ଘଣ୍ଟାରେ ୫୦୦୦ ଟଙ୍କା ରୋଜଗାର କରିପାରିବେ। ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI ପାଇଁ ଭାରତରୁ ହିନ୍ଦୀ ଏବଂ ଇଂରାଜୀରେ କୁଶଳୀ ଦ୍ୱିଭାଷୀ ଶିକ୍ଷକ ନିଯୁକ୍ତି ଅଫର୍‌ ନେଇଛି। କମ୍ପାନୀ ଏହି ଟ୍ୟୁଟର୍ସମାନଙ୍କୁ ଘଣ୍ଟା ପ୍ରତି ୩୫ ରୁ ୬୫ ଡଲାର ଅର୍ଥାତ୍‌ ପ୍ରାୟ ୫,୫୦୦ ଟଙ୍କା ଦେଉଛି।

XAIରେ ଏହି ଶିକ୍ଷକମାନଙ୍କ କାର୍ଯ୍ୟ ଗୁଣବତ୍ତା ଉନ୍ନତି, ଲେବଲ ଡାଟା ପ୍ରସ୍ତୁତ କରିବା ଏବଂ ଭାଷା ଶିଖିବାରେ ସାହାଯ୍ୟ କରିବ। ଟେକ୍‌ନିକାଲ ରାଇଟିଙ୍ଗ୍‌, ଜର୍ନଲିଜମ୍‌ ଏବଂ ବିଜ୍‌ନେସ୍‌ ରାଇଟିଙ୍ଗ୍‌ରେ ଅଭିଜ୍ଞତା ରହିବା ଆବଶ୍ୟକ, ଯାହାଫଳରେ ଟ୍ୟୁଟର ଏଆଇ ପାଇଁ ଆବଶ୍ୟକ ତଥ୍ୟ ସଠିକ ଭାବରେ ପ୍ରସ୍ତୁତ କରିପାରିବ। ଏହି ଚାକିରି ସମ୍ବନ୍ଧୀୟ ସୂଚନା ପାଇଁ, ଜଣେ xAIର ଅଫିସିଆଲ ୱେବସାଇଟର କ୍ୟାରିଅର୍‌ ବିଭାଗ ପରିଦର୍ଶନ କରିପାରିବେ।

ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହାର ହ୍ୟୁମାନୋଇଡ ରୋବଟ, ଅପ୍ଟିମସ ଟ୍ରେନିଂ ଦେବା ପାଇଁ ଲୋକଙ୍କୁ ଖୋଜୁଥିଲା। କମ୍ପାନୀ ଏହି କାର୍ଯ୍ୟ ପାଇଁ ଘଣ୍ଟା ପ୍ରତି $୪୮ ଅର୍ଥାତ୍‌ ପ୍ରାୟ ୪,୦୦୦ ଟଙ୍କା ଦେଉଥିଲା । ଲୋକମାନେ ଏହି ଚାକିରିରୁ ପ୍ରତିଦିନ ୨୮,୦୦୦ ଟଙ୍କା ରୋଜଗାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?