ନଗର ଉନ୍ନୟନ ବିଭାଗର ବଡ଼ ନିଷ୍ପତ୍ତି, ଆଉ ନଷ୍ଟ ହେବନି ଡ୍ରେନ୍‌ ପାଣି

ଭୁବନେଶ୍ବର,୨୯।୪:  ଆଉ ନଷ୍ଟ ହେବନି ଡ୍ରେନ ପାଣି । କାମରେ ଲାଗିବ ନର୍ଦ୍ଦମା ଜଳ । ନାଳ, ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜଳ ସଙ୍କଟକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

 

Dharitri – Odisha’s No.1 Odia Daily