ଘରେ ରଖୁଛନ୍ତି କି ମୟୂର ପ୍ରତିମା ? ତେବେ ଜାଣନ୍ତୁ….

ବାସ୍ତୁଶାସ୍ତ୍ର ଅନୁଯାୟୀ, ମୟୂର ପ୍ରତିମା ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ବିଶେଷକରି ରୁପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଫଳ ଆଣିଥାଏ। ତେବେ ମୟୂର ପ୍ରତିମାକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ ରୁପାର ମୟୂର ପ୍ରତିମା ରଖିଲେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ଘରେ ସୁଖସମୃଦ୍ଧି ବଢ଼ିବା ସହିତ ମାନସିକ ଶାନ୍ତି ମିଳିଥାଏ।
* ବେଳେବେଳେ ଦେଖାଯାଏ, ନିଷ୍ଠାର ସହ ଖୁବ୍‌ ପରିଶ୍ରମ କରିବା ସତ୍ତ୍ୱେ ବି କାର୍ଯ୍ୟରେ ସଫଳତା ମିଳେନି। ଏହାପଛରେ ଭାଗ୍ୟଦୋଷର କାରଣ ଥିବା ଅନୁମାନ କରାଯାଏ। ଯଦି ଏମିତି ହେଉଥାଏ, ପୂର୍ଣ୍ଣିମା ଦିନ ରୁପାର ମୟୂର ପ୍ରତିମାଟିଏ ଆଣି ଟ୍ରେଜେରିରେ ରଖିଦେଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହେବାକୁ ଲାଗେ।
* ବ୍ୟବସାୟରେ ବାରମ୍ବାର ସମସ୍ୟା ଉପୁଜୁଥିଲେ ଅଥବା କ୍ଷତି ହେଉଥିଲେ, ବ୍ୟବସାୟ ସମ୍ପର୍କିତ ଫାଇଲ୍‌ ପତ୍ର ଯେଉଁଠାରେ ରଖୁଛନ୍ତି, ସେଠାରେ ରୁପାର ଏକ ମୟୂର ପ୍ରତିମା ରଖିଦେଲେ କ୍ରମେ ଏହି ସମସ୍ୟା ସୁଧୁରିଯାଏ ବୋଲି ବିଶ୍ୱାସ କରାଯାଏ।
* ସ୍ତ୍ରୀ-ସ୍ବାମୀଙ୍କ ଭିତରେ ଥିବା ସମ୍ପର୍କକୁ ମଜଭୁତ କରିବା ପାଇଁ ସେମାନଙ୍କ ଶୟନ କକ୍ଷରେ ମଧ୍ୟ ରୁପାର ମୟୂର ପ୍ରତିମା ରଖିବା ଶୁଭ ହୋଇଥାଏ।
* ଘରର ଅଭାବ ଅସୁବିଧାକୁ ବି ରୁପାର ମୟୂର ପ୍ରତିମା ସୁଧାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପଘରୁ ଜମି ଆଣିବାକୁ ବୋହୂକୁ ନିର୍ଯାତନା, ସହିନପାରି ଜୀବନ ହାରିଲେ ମା’ ଝିଅ

ମୁମ୍ବାଇ,୫।୫: ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ମା’ ଏବଂ ଝିଅ ଯୌତୁକ ପାଇଁ ଲୋଭୀ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ହେଉଥିବା ନିର୍ଯାତନାରୁ ହତାଶ ହୋଇ ଆତ୍ମହତ୍ୟା…

ଗଡ଼ ଜିତିଲା ଭାଜପା, ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ଅଛନ୍ତି…

କୋଲକାତା,୫।୫: ପଶ୍ଚିମବଙ୍ଗରେ, ଭାଜପା ଟିଏମସିକୁ ପରାସ୍ତ କରି ଏକ ବିସ୍ମୟକର ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ, ବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ନାମ ପାଇଁ…

କଳାହାଣ୍ଡିରେ ସଫଳତା ଆଣିଦେଲା ‘ପ୍ରକାଶ’: ୧୧୮ ଜଣ ପାଇଲେ ଏ-୧ ଗ୍ରେଡ୍‌

ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍‌ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ…

ଜିତୁ ମୁଣ୍ଡାଙ୍କୁ ଘରେ କଳହ ଆରମ୍ଭ: ଭାଇ ଶଙ୍କରା କଲେ ଏମିତି କାଣ୍ଡ

ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭…

ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…

ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ…

ପୁରୀରୁ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଚକ: ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ହେଲା ପୂରଣ

କୋରାପୁଟ, ୫।୫(ଅମିତାଭ ବେହେରା ): ସୋମବାର ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପବିତ୍ର ରଥ ଚକ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଭକ୍ତମାନଙ୍କ ଦ୍ୱାରା ଭବ୍ୟ ସ୍ବାଗତ…

ମାତ୍ର ଗୋଟିଏ ଭୋଟରେ ହାରିଗଲେ ମନ୍ତ୍ରୀ: ଏହି ରୋଚକ ଲଢେଇ ବିଷୟରେ ଜାଣନ୍ତୁ

ଚେନ୍ନାଇ,୫।୫: ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ ବହୁତ ଅଧିକ। ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ତାମିଲନାଡୁର ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ କେବଳ ଜଣେ ବ୍ୟକ୍ତିଙ୍କ…

ଚାକିରି ଦେବାକୁ କହି ଠକେଇ ମାମଲା, ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷାଙ୍କୁ ହାଇକୋର୍ଟରୁ ଜାମିନ

ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri