Posted inଫୁରସତ

ଜାଣନ୍ତି ବବଲ୍‌ ର଼୍ୟାପ୍‌ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ

ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍‌ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ ହେଉ କିମ୍ବା ଅନ୍ୟ କୌଣସି ସୂକ୍ଷ୍ମ ସାମଗ୍ରୀ ହେଉ ଏହି ଜିନିଷଗୁଡ଼ିକ ପ୍ରାୟତଃ ବବଲ୍‌ ର଼୍ୟାପ୍‌ରେ ପ୍ୟାକିଂ ହୋଇଥାଏ। ଏହି ସାମଗ୍ରୀଗୁଡ଼ିକ ବବଲ୍‌ ର଼୍ୟାପ୍‌ରେ ବହୁତ ସୁରକ୍ଷିତ। ଏହା ଭିତରେ ଜିନିଷ ଭାଙ୍ଗିବାର କମ୍‌ ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ବକ୍ସରେ ରଖିବା ପୂର୍ବରୁ ଟିଭି ଏବଂ ଫ୍ରିଜ୍‌ ପରି ମହଙ୍ଗା ଜିନିଷ ମଧ୍ୟ ବବଲ୍‌ ର଼୍ୟାପ୍‌ରେ ଗୁଡ଼ାଯାଇଥାଏ। ପ୍ଲାଷ୍ଟିକ ହେତୁ ଏହି ସାମଗ୍ରୀଗୁଡ଼ିକ ସ୍କ୍ରାଚ ହୋଇ ନ ଥାଏ। କିନ୍ତୁ ସାମଗ୍ରୀ ପ୍ୟାକ୍‌ ଖୋଲା ହେବା ମାତ୍ରେ ପିଲାଠୁ ବୟସ୍କ ଯାଏ ମଧ୍ୟ ଏହି ବବଲ୍‌ଗୁଡ଼ିକୁ ଫଟାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।

ଆପଣ କେବେ ଭାବିଛନ୍ତି କି ଏହି ବବଲ୍‌ଗୁଡ଼ିକୁ ଦେଖିବା ପରେ ଫୁଟାଇବା ପାଇଁ କାହିଁକି ମନ ଚାହେଁ। ତେବେ ଏହାର କାରଣ ମନୋବିଜ୍ଞାନ ସହିତ ଜଡ଼ିତ। ତେଣୁ ଜଣେ ବ୍ୟକ୍ତି ବବଲ୍‌ଗୁଡ଼ିକୁ ଦେଖିବା ମାତ୍ରେ ହାତରେ ଧରି ଫୁଟାଇବା ପାଇଁ ଇଚ୍ଛା ହୁଏ। ସମସ୍ତ ବବଲ୍‌ ନ ଫାଟିବା ପର୍ଯ୍ୟନ୍ତ ମନ ଶାନ୍ତି ହୁଏ ନାହିଁ।

ବାସ୍ତବରେ ଆଜିର ଜୀବନଶୈଳୀରେ ଅଧିକାଂଶ ଲୋକ ଉଦାସୀନତା ତଥା ଚାପରେ ରହୁଛନ୍ତି। ମନୋବିଜ୍ଞାନ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଚାପରେ ଥାଆନ୍ତି, ସେତେବେଳେ ସେ ଛୋଟ ସ୍ପଞ୍ଜି ଜିନିଷ ଧରି ଅନେକ ଆରାମ ପାଇଥା’ନ୍ତି। ସେଥିପାଇଁ ଚାପ ପାଇଁ ଛୋଟ ସ୍ପଞ୍ଜ ବଲ୍‌ ତିଆରି କରାଯାଇଛି। ସେଗୁଡିକୁ ଫୁଟାଇ ମନ ଆନନ୍ଦ ହୋଇଥାଏ। ସେହିପରି ବବ୍‌ଲ ଫୁଟାଇ ବି ଲୋକେ ଆନନ୍ଦ ପାଇଥାନ୍ତି।

ବବଲ୍‌ ର଼୍ୟାପ୍‌ ଫୁଟାଇବା ସମୟରେ ବ୍ୟକ୍ତିର ଧ୍ୟାନ ଅଲଗା କେଉଁଆଡ଼େ ଯାଏ ନାହିଁ। କିଛି ସମୟ ପାଇଁ ମନରେ ଏକାଗ୍ରତା ଆସିଥାଏ। ଜୀବନର ସମସ୍ତ ଟେନ୍‌ସନ୍‌ ଭୁଲି ବବଲ୍‌ ଫୁଟାଇବାରେ ବ୍ୟସ୍ତ ରହିଥାନ୍ତି। ତେଣୁ ବୟସ ଯେତେ ବଢ଼ିଲେ ବି ବବଲ୍‌ ଫୁଟାଇ ଲୋକେ ମାନସିକ ଶାନ୍ତି ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri