ଦିଶାଙ୍କ ଡ୍ୟାନ୍ସ୍‌କୁ ଟାଇଗରଙ୍କ ପରିବାର କଲେ ପ୍ରଶଂସା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କ ଏକ ଡ୍ୟାନ୍ସ୍‌ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ବୟଫ୍ରେଣ୍ଡ୍‌ ଟାଇଗର ଶ୍ରଫ୍‌ଙ୍କ ପରିବାର ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି। ଦିଶା କିସ୍‌ ମି ମୋର୍‌…ଗୀତର ତାଳେତାଳେ ଅତି ଚମତ୍କାର ଭାବେ ଡ୍ୟାନ୍ସ୍‌ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ଇନଷ୍ଟାଗ୍ରାମ୍‌ରେ ଅପଲୋଡ କରାଯାଇଛି। ଇତିମଧ୍ୟରେ ଭିଡ଼ିଓକୁ ୪ ଲକ୍ଷ ୫୮ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। ଟାଇଗରଙ୍କ ସହିତ ତାଙ୍କ ମା କୃଷ୍ଣା ଶ୍ରଫ୍‌ ମଧ୍ୟ ଡ୍ୟାନ୍ସ୍‌ ଭିଡ଼ିଓକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମୀରାଙ୍କ ହାତ ଧରିଥିଲେ ଶାହିଦ୍‌…

ମୁମ୍ବାଇ: ବଲିଉଡ ଷ୍ଟାର ଶାହିଦ କପୁରଙ୍କୁ ଗୁରୁବାର ୪୦ ବର୍ଷ ପୂରଣ ହୋଇଛି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି...

ଏଫଟିଆଇଆଇ ସଭାପତି ହେଲେ ଆର୍‌ ମାଧବନ୍‌, ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

ବମ୍ବେ: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ର ସଭାପତି ତଥା ପରିଚାଳନା ପରିଷଦର ଚେୟାରମ୍ୟାନ ହୋଇଛନ୍ତି ଅଭିନେତା ଆର୍‌ ମାଧବନ୍‌। କିଛି ଦିନ ପୂର୍ବେ...

ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ସହଦେବ

ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ଛତିଶଗଡ଼ର ଶିଶୁ ମହାଦେବ ଏବେ ଅଭିନୟ ଦୁନିଆରେ ପାଦ ରଖିବେ ବୋଲି ଜଣାପଡିଛି...

ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ...

‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଏଭଳି ସର୍ତ୍ତ ରଖିଥିଲେ ବୋନି

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ ଖୁବ୍‌ଶୀଘ୍ର ହଲକୁ ଆସିବ । ୨୦୦୫ରେ ସାରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଧମାଲ...

ନୂଆ ଭୂମିକାରେ ନଜର ଆସିବେ ଜରିନ

ମୁମ୍ବାଇ: ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ୍‌। ତେବେ ତାଙ୍କର ଅପ୍‌କମିଂ...

ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଦିଆଯାଇଛି ବିଶେଷ ସୁରକ୍ଷା : ମାସକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ

ବଲିଉଡ୍‌ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ପ୍ରିୟଙ୍କାଙ୍କୁ ଭଲ ଲାଗିଲା ପାକିସ୍ତାନୀ ଫିଲ୍ମ ‘ଜୟଲ୍ୟାଣ୍ଡ’

ବମ୍ବେ: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ପସନ୍ଦ ଆସିଛି ପାକିସ୍ତାନୀ ଚଳଚ୍ଚିତ୍ର ‘ଜୟଲ୍ୟାଣ୍ଡ’। ଓସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିବା ଏହି ଫିଲ୍ମକୁ ନେଇ ପିସି ସୋସିଆଲ...

Advertisement
Archives

Model This Week