ଦିଶାଙ୍କ ଡ୍ୟାନ୍ସ୍‌କୁ ଟାଇଗରଙ୍କ ପରିବାର କଲେ ପ୍ରଶଂସା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କ ଏକ ଡ୍ୟାନ୍ସ୍‌ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ବୟଫ୍ରେଣ୍ଡ୍‌ ଟାଇଗର ଶ୍ରଫ୍‌ଙ୍କ ପରିବାର ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି। ଦିଶା କିସ୍‌ ମି ମୋର୍‌…ଗୀତର ତାଳେତାଳେ ଅତି ଚମତ୍କାର ଭାବେ ଡ୍ୟାନ୍ସ୍‌ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ଇନଷ୍ଟାଗ୍ରାମ୍‌ରେ ଅପଲୋଡ କରାଯାଇଛି। ଇତିମଧ୍ୟରେ ଭିଡ଼ିଓକୁ ୪ ଲକ୍ଷ ୫୮ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। ଟାଇଗରଙ୍କ ସହିତ ତାଙ୍କ ମା କୃଷ୍ଣା ଶ୍ରଫ୍‌ ମଧ୍ୟ ଡ୍ୟାନ୍ସ୍‌ ଭିଡ଼ିଓକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

ପରିବାର ସହ ମତଦାନ କଲେ ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଛି। ସକାଳୁ ବୁଥ୍‌ଗୁଡ଼ିକରେ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜର ମତଦାନ ସାବ୍ୟସ୍ତ...

ରାଣୀ ମୁଖାର୍ଜୀଙ୍କ କ୍ରସ୍‌ ଥିଲେ ଏହି ଅଭିନେତା

ବଲିଉଡର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଅର ବବ୍‌ଲି ୨’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ଜଣେ ଗୃହିଣୀ ଭୂମିକାରେ...

ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି...

ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ବିଟାଉନରେ ଚଳିତ ବର୍ଷ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ କିଡ୍ସ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ସମସ୍ତଙ୍କ ଆଗରେ ରହିଛନ୍ତି ବୋନି...

୨୨ରୁ ଜୀ ସାର୍ଥକ ରେ ‘ସୌଭାଗ୍ୟବତୀ’

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ମନୋରଞ୍ଜନ ଯୋଗାଉଥିବା ଜୀ ସାର୍ଥକ ଆଉ ଏକ ନୂଆ ମେଗା ଧାରାବାହିକ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ...

ସଲମାନଙ୍କ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ,୨୩ା୩: ଦବଙ୍ଗ ଖାନ୍‌ ସଲମାନଙ୍କୁ ମୁମ୍ବାଇ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଆମେରିକାରେ ରହୁଥିବା ତାଙ୍କ ପଡ଼ୋଶୀ କେତନ ଆର କକ୍କରଙ୍କ ମୁହଁ ବନ୍ଦ...

ପାଚିକା ଜିତିଲେ ଏକ କୋଟି

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ଭାଗ ନେଇ ଜଣେ ପାଚିକା ଏକ...

Advertisement
Archives

Model This Week