ବିଜୁଳିକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୨୦୨୫ ସୁଦ୍ଧା…

ଭୁବନେଶ୍ୱର,୧୧।୯: ଗୃହରେ କୃଷି ଓ ବିଦ୍ୟୁତ୍‌ ବିଭାଗର ଆଲୋଚନା ହୋଇଛି । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।

ଅନ୍ୟପଟେ ୫ଟି ସ୍କୁଲ ବିଜୁଳି ବିଲ ପେମେଣ୍ଟ ଉପରେ କେଭି ସିଂହଦେଓ କହିଛନ୍ତି, ୫ଟ ସ୍କୁଲ ବିଜୁଳି ବିଲ ପେମେଣ୍ଟ ହୋଇନି, ଯାହାର ପରିଣାମ ଭୋଗୁଛି ସ୍କୁଲ। ପଞ୍ଚାୟତକୁ ବକେୟା ବିଲ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି। ୫ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ପରିଣାମ ଭୋଗୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ବସିଲେ ଅଙ୍ଗନଓ୍ବାଡ଼ି କର୍ମୀ, ୧୩୩ କେନ୍ଦ୍ରରେ ଝୁଲୁଛି ତାଲା

ଗୁଡ଼ାରି,୨୫ା୧୧(ପ୍ରମୋଦ କୁମାର ପତି): ବୁଧବାରଠାରୁ ଗୁଡ଼ାରି ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ିର କାର୍ଯ୍ୟରତ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୭ ଦଫା…

ପୋଲିସ ଡିଜିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ମଞ୍ଚେଶ୍ୱର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨୫ା୧୧: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୋଲିସ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ଡିଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

ପୁରୀ ମାର୍କଣ୍ଡପୁରରେ ଜମି ବିବାଦରୁ ଫୁଟିଲା ବୋମା, ୫….

ପୁରୀ,୨୫।୧୧(ଅଜିତ କୁମାର ମହାନ୍ତି): ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ବେଳେ ଏଥିରେ ୫ଜଣ ଆହତ…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପରିବାର ପ୍ରତିପୋଷଣ ସହ ଦୁଇ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ମଦ କିଣିବାକୁ ଗଲେ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା, ଦୋକାନରେ ଲିଭର ଓ କିଡ୍‌ନୀ ଯାଞ୍ଚ କରୁଛି…

ଭୋପାଳ,୨୫।୧୧: ମଦ୍ୟପାନ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ପ୍ରଶାସନର ନିଆରା ପଦକ୍ଷେପ । ଏଣିକି ମଦ କିଣିବାକୁ ଦୋକାନକୁ ଆସୁଥିବା ଲୋକଙ୍କର ସେଠାରେ ହିଁ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି, ନ ହେଲେ ଆନ୍ଦୋଳନ ତୀବ୍ରତର ଚେତାବନୀ

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ…

ବୃଦ୍ଧାଶ୍ରମରେ ପ୍ରେମ, ୭୫ ବର୍ଷୀୟ କନ୍ହେୟାଙ୍କୁ ବିବାହ କଲେ ୬୩ ବର୍ଷୀୟା ସବିନା

ବିଲାସପୁର,୨୫।୧୧: ବୟସ କେବଳ ଏକ ସଂଖ୍ୟା। ଜୀବନର ଶେଷ ପାହାଚରେ ମଧ୍ୟ ମିଳିପାରେ ଜୀବନସାଥୀଙ୍କ ଭଲପାଇବା ଓ ସାହାରା। ଏହାକୁ ପ୍ରମାଣ କରିଛନ୍ତି ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ…

ପାହାଡ଼ପଦରରେ ହାତୀ ଆତଙ୍କ: ୫ ପରିବାରଙ୍କ ଘର ଭାଙ୍ଗିବା ସହ ଖାଇଗଲେ ଧାନଚାଉଳ

ଲାଞ୍ଜିଗଡ଼,୨୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ପାହାଡ଼ପଦର ଓ ଜାମାଗୁଡ଼ା ଗ୍ରାମରେ ୨୯ ଟିକିଆ ହାତୀପଲ ଉପଦ୍ରବ କରି ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?