ଆମେରିକାରେ ବିପଜ୍ଜନକ ମାନସିକ ସମସ୍ୟା ଆତଙ୍କ, କରୋନାଙ୍କ ପ୍ରଭାବରୁ ସୃଷ୍ଟି…

ନ୍ୟୁୟର୍କ,୨।୧୦ : ମାଉଣ୍ଟ ସାଇନା କୁଇନ୍ସର ଡାକ୍ତରମାନେ କହିଛନ୍ତି ନ୍ୟୁୟର୍କ ସହରର ବହୁ ବ୍ୟକ୍ତି ବିପଜ୍ଜନକ ମାନସିକ ସମସ୍ୟା ସହିତ ସ୍ତମ୍ବନ ସମସ୍ୟା ଏବଂ ମୁଣ୍ଡରୁ କେଶ ଝଡ଼ିବା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛନ୍ତି। ଏନେଇ ଲୋକେ ାତଙ୍କିତ ହୋଇ ପଡ଼ିଛନ୍ତି। କରୋନା ମହାମାରୀ ପ୍ରଭାବରୁ ଏଏସବୁ ସୃଷ୍ଟି ହୋଇଥିବା କୁହାଯାଉଛି। ଏସମ୍ପର୍କିତ ଅଧ୍ୟୟନ ଏବଂ ନିରାକରଣ ରିପୋର୍ଟ ଆମେରିକୀୟ ଜର୍ନାଲ ଅଫ କେସ (ଏଜେସି)ରେ ପ୍ରକାଶିତ ହୋଇଛି।

ରିପୋର୍ଟରେ ୬୨ ବର୍ଷ ବୟସ୍କା ବ୍ୟକ୍ତି ନ୍ୟୁୟର୍କର ଏକ ହସ୍ପିଟାଲର ମାଉଣ୍ଟ ସାଇନା କୁଇନ୍ସ ହସପିଟାଲ ସେଣ୍ଟରରେ ଭର୍ତ୍ତି ହୋଇଥିବା ଘଟଣାର ବିବରଣୀ ପ୍ରକାଶ ହୋଇଛି। ତାଙ୍କୁ ଚାଲିବାରେ ଅସୁବିଧା ହେବା ସହ ତାଙ୍କଠାରେ ମାନସିକ ସମସ୍ୟାର ଲକ୍ଷଣ ଦେଖାଯାଇଥିଲା।

ଏଜେସି ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଆମେ ମାଉଣ୍ଟ ସାଇନା କୁଇନ୍ସ ହସପିଟାଲ ସେଣ୍ଟରରେ ଭର୍ତ୍ତି ହୋଇଥିବା ୬୨ ବର୍ଷ ବୟସ୍କା ବ୍ୟକ୍ତିଙ୍କ କେସକୁ ଦେଖୁଛୁ। ତାଙ୍କର ସମସ୍ତ ଟେଷ୍ଟର ଫଳାଫଳ ନକାରାତ୍ମକ ଥିଲା। ତାଙ୍କ ମସ୍ତିଷ୍କର ଏକ ଏମଆରଆଇ କରାଯାଇଥିଲା, କିନ୍ତୁ ଫଳାଫଳଗୁଡିକ ଅସ୍ପଷ୍ଟ ଥିଲା। ଉଚ୍ଚ କ୍ଲିନିକାଲ ସନ୍ଦେହ ହେତୁ, ସିଏସଏଫ ପ୍ରୋଟିନ ୧୪-୩-୩ ପରୀକ୍ଷା ଅର୍ଡର କରାଯାଇଥିଲା ଏବଂ ଏହା ସକାରାତ୍ମକ ଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ କରୋନା ପଜିଟିଭ ପରୀକ୍ଷା କରିବା ପରେ ତାଙ୍କ ସ୍ନାୟୁରେ ଅବନତି ଦେଖାଯାଇଥିଲା। ଏହି ମାମଲା ପିଆରଡି ନିରାକରଣ ପାଇଁ ସମ୍ଭାବ୍ୟ ଡାଇଗ୍ନୋଷ୍ଟିକ ମାନଦଣ୍ଡ ପୂରଣ କରିଥିଲା। ତାଙ୍କର ଅବସ୍ଥା ବିଗିଡି ଚାଲିଥିଲା । ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri