Categories: ଖେଳ

କଟକ, ଖୋର୍ଦ୍ଧା, ଓଡ଼ିଶା ସେକ୍ରେଟାରିଏଟ ବିଜୟୀ

ଭୁବନେଶ୍ୱର, ୬।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍‌ରେ ମଙ୍ଗଳବାର ୭ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ୭-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଥିବାବେଳେ ଗଞ୍ଜାମ ୬-୦ରେ ଗଜପତି ଓ ଓଡ଼ିଶା ସେକ୍ରେଟାରିଏଟ ୬-୦ ଗୋଲରେ ବାଲେଶ୍ୱରକୁ ପରାସ୍ତ କରିଛି। ସେହିପରି ଆରଏସ୍‌ପି ୭-୪ରେ ରାୟଗଡ଼ା, ଢେଙ୍କାନାଳ ୭-୧ରେ ନବରଙ୍ଗପୁରକୁ ହରାଇଛି। ଅନ୍ୟ ୨ଟି ମ୍ୟାଚରେ କଟକ ୩-୧ ଗୋଲରେ ନୟାଗଡ଼କୁ ଏବଂ ଖୋର୍ଦ୍ଧା ୬-୧ରେ ବଲାଙ୍ଗୀରକୁ ପରାସ୍ତ କରିଛି।

Share