Categories: ଖେଳ

ସିଏସ୍‌କେର ଲକ୍ଷ୍ୟ ପ୍ଲେ-ଅଫ୍‌

ନୂଆଦିଲ୍ଲୀ, ୨୦ା୫ (ପି.ଟି.): ଆଇପିଏଲ୍‌ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଦିଲ୍ଲୀରେ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ କୋଲକାତା ନାଇଟ ରାଇଡର୍ସ(କେକେଆର) ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମ୍ୟାଚ କୋଲକାତାର ଇଡେନଗାର୍ଡେନ୍ସଠାରେ ହେବ। ବର୍ତ୍ତମାନ ସ୍ଥିତିରେ ସିଏସ୍‌କେ ୧୩ଟି ଗେମ୍‌ରୁ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

Share