ବେଳାଭୂମିରେ କରୋନା ବିଜୟୀଙ୍କ ଯୋଗ

ପୁରୀ ଅଫିସ,୧୮ା୧୦: ପୁରୀ ବେଳାଭୂମିରେ ଜିଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ମୋ ବିଚ୍‌ ଯୋଗ ଅନୁଷ୍ଠିତ ହୋଇଛି। ତାହା ପୁଣି କରୋନା ବିଜୟୀଙ୍କୁ ନେଇ । ଶନିବାର ସକାଳେ ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା କବଳରେ କବଳିତ ହେବାପରେ ଏହି ମାରାତ୍ମକ ଭୂତାଣୁ ସହ ସଂଗ୍ରାମ କରି ଯେଉଁମାନେ ବିଜୟୀ ହୋଇଥିଲେ ସେହିମାନେ ହିଁ ଏଥିରେ ଭାଗ ନେଇଥିଲେ । କରୋନାରୁ ସୁସ୍ଥ ହେବାପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କେଉଁଭଳି ପ୍ରତିଦିନ ଯୋଗ କରିବା ଉଚିତ ତାହା ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ୧୦ଟି ସ୍ଥାନରେ ୨୦ଜଣ ଲେଖାଏ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଏଥିରେ ଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୬ା୨(ଡି.ଏନ୍‌.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି।...

ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ...

ତିଗିରିଆରେ ବନ୍ଦ ପାଳନ

ତିଗିରିଆ,୨୬।୧୧:(ଡି.ଏନ.ଏ): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିଗିରିଆ ବ୍ଲକ ନୂଆପାଟଣା ଚଣ୍ଡୀବଜ଼ାରଠାରେ ହିନ୍ଦ ମଜଦୁର ସଭା ଆଠଗଡ ତରଫରୁ ଗୁରୁବାର...

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର...

ଏମ୍‌ପିଙ୍କ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଧର୍ମଶାଳା,୧୩ା୮(ଡି.ଏନ୍‌.ଏ.)- ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସୋମବାର ଅଚାନକ୍‌ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ମେଡିକାଲରେ ଥିବା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ...

ବିବାଦ ସମାଧାନରେ ବିଫଳ ହେଉଛି ଏଡିଏମ୍‌ ଅଫିସ

ପାରାଦୀପ,୧୪ା୧(ସ୍ବ.ପ୍ର.):ପାରାଦୀପ ଶିଳ୍ପାଞ୍ଚଳର ଅନେକ ଶିଳ୍ପସଂସ୍ଥାରେ ଏବେ ଶ୍ରମିକ ଅଶାନ୍ତି ଦେଖାଯାଇଛି। ସେହିପରି ଜମିହରା-ବିସ୍ଥାପିତ ନିଯୁକ୍ତି ପାଇଁ ଧାରଣା ଦେଉଛନ୍ତି। ୟୁନିୟନ, ସଂଘ, ପରିଷଦ, ସମିତି, ଟ୍ରଷ୍ଟ...

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୯ା୮(ବ୍ୟୁରୋ)-ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ସନ୍ଧ୍ୟା ସୁଦ୍ଧା ୬୦୮.୫୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୪୯ ହଜାର ୪୬୨ କ୍ୟୁସେକ...

ସାନଭାଇର ଛୁରା ମାଡ଼ରେ ବଡ଼ଭାଇ ଗୁରୁତର

ପୋଲସରା,୨୯ା୮(ଡି.ଏନ.ଏ.)- ପୋଲସରା ଥାନା ନିକଟସ୍ଥ ବ୍ରାହ୍ମଣସାହି ଛକଠାରେ ବୁଧବାର ରାତିରେ ପାରିବାରିକ କଳହକୁ ନେଇ ସାନଭାଇ ଛୁରା ମାଡରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ...

Advertisement
Archives

Model This Week