କୋକୋନଟ ମଫିନ୍‌

ଆବଶ୍ୟକ ସାମଗ୍ରୀ: ଅଧା କପ୍‌ କ୍ଷୀର, ଦେଢ କପ୍‌ ମଇଦା, ଏକ କପ୍‌ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍‌ ତେଲ, ଦୁଇ ଚାମଚ୍‌ ବେକିଂ ପାଉଡର, ଅଧା କପ୍‌ ଚିନି, ଏକ ଚାମଚ ଭାନିଲା ଏସେନ୍ସ, ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଢାଳନ୍ତୁ। ସେଥିରେ କ୍ଷୀର, ତେଲ, ଭାନିଲା ଏସେନ୍ସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ମଇଦା, ନଡିଆ କୋରା, ବେକିଂ ପାଉଡର, ଚିନି, ଲୁଣ ପକାଇ ଘାଣ୍ଟି ଦିଅନ୍ତୁ ଯେପରି ତାହା ଭଲ ଭାବେ ମିଶିଯିବ। ମଫିନ୍‌ ପ୍ୟାନ୍‌ରେ ସାମାନ୍ୟ ତେଲ ଲଗାଇ ପ୍ରସ୍ତୁତ ମିଶ୍ରଣକୁ ଢାଳନ୍ତୁ। ଏହାକୁ ଓଭନ୍‌ରେ ୧୮୦ଡିଗ୍ରୀ ସେଲ୍‌ସିଅସ୍‌ରେ ୨୫ମିନିଟ୍‌ ପାଇଁ ରଖିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୋକୋନଟ୍‌ ମଫିନ୍‌। ଏହାକୁ ଓଭନ୍‌ରୁ କାଢି ଥଣ୍ଡା କରିବା ପରେ ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆଇବାର ଆନନ୍ଦ ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ଷ୍ଟୋର କରି ମଧ୍ୟ ରଖି ପରେ ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଋତୁ ବଦଳିଲେ ବି ନଷ୍ଟ ହେବନି କରୋନା ଭୂତାଣୁ !

ଓ୍ବାଶିଂଟନ, ୨୩।୩: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହା କିପରି ବ୍ୟାପୁଛି ସେ ନେଇ ବହୁ ଗୁଜବ ମଧ୍ୟ...

ପେପ୍ଲମ୍‌ କୁର୍ତ୍ତା

କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍‌ଫିଟ୍‌। ଖାସ୍‌କରି ପେପ୍ଲମ୍‌ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍‌-ଲେଗ୍‌...

ମୋବାଇଲରୁ ମିଳିବ ଭୂମିକମ୍ପ ସୂଚନା

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ...

ଅଂଶୁଘାତ ସତର୍କତା

ଧରାପୃଷ୍ଠରେ ମନୁଷ୍ୟ ସମାଜ, ବୃକ୍ଷଲତା, କୀଟପତଙ୍ଗ ଆଦି ସମଗ୍ର ପ୍ରାଣୀଜଗତ ତିଷ୍ଠି ରହିବା ନିମନ୍ତେ ଯେତେ ଶକ୍ତି ରହିଛି, ତନ୍ମଧ୍ୟରୁ ସୌରଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି...

ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା...

ମହିଳାଙ୍କ ପାଇଁ ସୁପରଫୁଡ

ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ...

ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା...

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ...

Advertisement
Archives

Model This Week