Posted inଖେଳ

କୋଚ୍‌ଙ୍କ ଅଧୁରା ପ୍ରେମ କାହାଣୀ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସଂଯୋଗ ବହୁତ ପୁରୁଣା। ଶର୍ମିଳା ଟାଗୋର-ମନସୁର ଖାନ ପଟୌଦିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ପର୍ଯ୍ୟନ୍ତ କ୍ରିକେଟର ଏବଂ ଅଭିନେତ୍ରୀମାନଙ୍କ ପ୍ରେମ କାହାଣୀ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଭାରତୀୟ ଦଳର କ୍ରିକେଟର୍‌ କୋଚ ରବି ଶାସ୍ତ୍ରୀ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମୃତା ସିଂ ପ୍ରେମ କାହାଣୀ କାହାକୁ ଅଛପା ନାହିଁି।

୧୯୮୦ ମସିହାରେ ରବି ଶାସ୍ତ୍ରୀ ଏବଂ ଅଭିନେତ୍ରୀ ଅମୃତା ସିଂଙ୍କ ପ୍ରେମ ସମ୍ପର୍କ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେତେବେଳେ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ ଏବଂ ସେଥିପାଇଁ ଲୋକମାନେ ତାଙ୍କୁ କ୍ରିକେଟ ଦଳର ‘ପୋଷ୍ଟର ବଏ’ ଡାକୁଥିଲେ। ଏହି କାରଣରୁ ଅମୃତା ତାଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ମ୍ୟାଚ ସମୟରେ ଅମୃତା ରବି ଶାସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଷ୍ଟାଡିୟମକୁ ଯାଉଥିଲେ। ଦୁହେଁ ଏକ ପତ୍ରିକାର କଭରରେ ଏକାଠି ଦେଖାଯିବା ପରେ ଉଭୟଙ୍କ ଘନିଷ୍ଠତା ସାମ୍ନାକୁ ଆସିଥିଲା। ଏକ ମାଗାଜିନ କଭରରେ ଏକାଠି ହେବା ପରେ ରବି ଏବଂ ଅମୃତାଙ୍କ ସମ୍ପର୍କ ୮୦ ଦଶକରେ ସବୁଠାରୁ ଚର୍ଚ୍ଚିତ ବିଷୟ ହୋଇଗଲା।

ସମୟ ସହିତ, ପ୍ରେମ ମଧ୍ୟ ଦ୍ରୁତ ଗତିରେ ଆକୁ ବଢିଥିଲା। ଉଭୟ କିଛି ବର୍ଷ ଡେଟିଂ ପରେ ୧୯୮୬ ମସିହାରେ ଉଭୟ ନିର୍ବନ୍ଧ କରିଥିଲେ। କିନ୍ତୁ ଏହାପରେ ଦୁହେଁ ଆଉ ବିବାହ କରି ନ ଥିଲେ। ସମ୍ପର୍କ କୌଣସି କାରଣରୁ ଭାଙ୍ଗିଯାଇଥିଲା।

ଏହାକୁ ଭୁୂଲି ରବି ୧୯୯୦ରେ ରିତୁଙ୍କୁ ବିବାହ କରିଥିଲେ। ୧୯୯୧ରେ ଅମୃତା ସିଂ ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ। ତେବେ କିଛି ବର୍ଷ ପରେ ଅମୃତା ଏବଂ ସୈଫଙ୍କ ରାସ୍ତା ମଧ୍ୟ ଅଲଗା ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri