ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର,୪।୪(ବ୍ୟୁରୋ): ସମବାୟ ସମିତି ନିର୍ବାଚନ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁନ୍‌ ୧୯ ଏବଂ ୨୬ରେ ସମବାୟ ସମିତି ପ୍ରଥମ ପଯର୍‌ୟାୟ ନିର୍ବାଚନ ହେବ।