ଭୁୁଶୁଡ଼ିଲା ବିଦ୍ୟାଳୟ ଶ୍ରେଣୀ କୋଠରି ବାରଣ୍ଡା

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ସାମନ୍ତ୍ରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ ଘୋଷିତ ଶ୍ରେଣୀ କୋଠରୀ ବାରଣ୍ଡାର ଖୁମ୍ବ ଓ କଂକ୍ରିଟ ଛାତ ଭୁଷୁଡି ପଡିଛି। ତେବେ ଏଥିରେ କାହାରି କିଛି କ୍ଷୟକ୍ଷତି ଘଟି ନ ଥିବା ଜଣାପଡିଛି।