ଗଜପତି ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଲୋକଙ୍କ ପାଇଁ ହେବ…

ଗଜପତି,୧୨।୧(ଗିରିଧାରୀ ପରିଛା) : ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲା ପାଇଁ ବଡ଼ ଘୋଷଣା କରିଛନ୍ତି। ଜିଲାରେ ୮ ଗୋଟି ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି। ପାରଳାଖେମୁଣ୍ଡି ବାଇପାସ ରୋଡ଼ ପାଇଁ ୪୭୪୮.୨୬ ଲକ୍ଷ, ଗୋପିଲି କିଂଚିଲିଙ୍ଗ ରୋଡ଼ ପାଇଁ ୧୫୫୩.୭୧ ଲକ୍ଷ, ସେରଙ୍ଗ ଠାରୁ ନୂଆଗଡ଼ ରୋଡ଼ ପାଇଁ ୪୦୨୯.୯୪ ଲକ୍ଷ ,ବାଘସାଳା ଠାରୁ ଅଗରଖଣ୍ଡି ରୋଡ ପାଇଁ ୧୨୨୩.୧୫ ଲକ୍ଷ, ରାମଗିରି ଠାରୁ ଭାୟା ଜିରାଙ୍ଗ ଦେଇ ନାରାୟଣପୁର ରୋଡ ପାଇଁ ୧୨୦୦.୭ ଲକ୍ଷ ମଞ୍ଜୁରୀ ମିଳିଛି। ଜିରାଙ୍ଗ କାଇଁପୁର ରୋଡ ପାଇଁ ୧୭୬୮.୪୨ ଲକ୍ଷ, ଚାନ୍ଦିପୁଟ ଠାରୁ ଲୁହଗୁଡି ରୋଡ ପାଇଁ ୨୮୦୮.୬୭ ଲକ୍ଷ, ରା ଉଦୟଗିରି ଠାରୁ ସମ୍ବଲପୁର ରାସ୍ତା ନିର୍ମାଣ ପାଇଁ ୫୩୨୪.୯୮ ଲକ୍ଷ ଟଙ୍କା ମଞ୍ଜୁରୀ କରିବାସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଯାହାକୁ ନେଇ ଗଜପତି ଜିଲାର ୨ଟି ନିର୍ବାଚନମଣ୍ଡଳୀର ବିଧାୟକ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପଦକ୍ଷେପକୁ ସ୍ବାଗତ କରିବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି । ଜିଲାରେ ଏହି ସବୁ ପ୍ରକଳ୍ପ ହେବା ଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସୁବିଧା ହେବା ସହ ବ୍ୟବସାୟିକ ଦୃଷ୍ଟି କୋଣରୁ ବହୁତ ସୁବିଧା ହୋଇ ପାଇବ । ମୁଖ୍ୟତଃ ପାରଳାଖେମୁଣ୍ଡିର ବାଇପାସ ରାସ୍ତା ନିର୍ମାଣ ହେବା ବହୁ ଦିନର ଦାବି ରହିଥିଲା। ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

WhatsApp ଡାଉନ୍‌: ଅଧିକ ପ୍ରଭାବିତ ୱେବ ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଭାରତରେ ହ୍ବାଟ୍ସଆପ୍‌ ୱେବ ୟୁଜର୍ସମାନେ ଲଗ ଇନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ସକାଳେ ଅନେକ ୟୁଜର୍ସ ହ୍ବାଟ୍ସଆପ ୱେବ ବ୍ୟବହାର କରିବାରେ ସମସ୍ୟାର…

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri