ଘରେ ରହି କରିହେବ କରୋନା ଟେଷ୍ଟ୍
ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ୍ । ମାଇଁ ଲାବ୍ ଡିସ୍କୋଭରି ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଟେଷ୍ଟ୍ କିଟ୍କୁ ଏବେ ସବୁଜ ସଂଙ୍କେତ ଦେଇଛନ୍ତି ଆଇସିଏମ୍ଆର୍ । ଯାହା ଫଳରେ ଏବେ ଜଣେ ବ୍ୟକ୍ତି ଘରେ ରହି ଏକ ସ୍ୱତନ୍ତ୍ର…
ଖବରଦାତାଙ୍କୁ ପୋଲିସର ଆକ୍ରମଣ
ପୁରୀରେ ଆଜି ଦେଖିବାକୁ ମିଳିଛି ପୋଲିସ୍ର ବର୍ବରତା । ଜଣେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ହୋଇଛି ଆକ୍ରମଣ। ପୋଲିସ୍ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ପଚାରିବାରୁ ପୋଲିସ୍ ଆକ୍ରୋଶର ଶିକାର ହୋଇଛନ୍ତି ଧରିତ୍ରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକ।
ରାଜ୍ୟରେ ବଢିଲା ଲକ୍ଡାଉନ୍ ଅବଧି
ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ…
ଲକଡାଉନ୍ ବଢିବା ଦରକାର
ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୦ହଜାର ଉପରେ ରହୁଛି । ଆଜି ରାଜ୍ୟରୁ ୧୦ହଜାର ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୫୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଲକଡାଉନ…
ଟିକା କେଉଁଠି ଦିଆ ହେଉଛି ମୁଁ ଜାଣିନି
ଦେଶରେ ଏବେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାଠାରୁ ମୁକ୍ତି ପାଇବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିକା କରଣକୁ ବ୍ୟାପକ କରିଛନ୍ତି । ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ଲୋକ…
ଶବ ସହ ଷଡଯନ୍ତ୍ର !
କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ତାର ତାଣ୍ଡବ ରଚୁଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଏବେ ସେଇ ଗୋଟିଏ ଖବର ସାମ୍ନାକୁ ଆସୁଛି ତା ହେଉଛି ଅକ୍ସିଜେନ୍ ଅଭାବ।…
ବ୍ଲାକ ଫଙ୍ଗସ୍ କ’ଣ
ଆଜିର ଭିଡ଼ିଓରେ ଜାଣିବା Mucormycosis ବା ବ୍ଲାକ ଫଙ୍ଗସ୍ କ’ଣ? କରୋନା ଭଳି ମହାମାରୀ ସମୟରେ ବ୍ଲାକ୍ ଫଙ୍ଗସ ରୋଗର ନାଁ ଶୁଣି ଏବେ ଲୋକଙ୍କ ମନରେ ଆଉ ଏକ ଭୟ ସୃଷ୍ଟି ହୋଇଛି। ତେବେ କଣ ଏହି ବ୍ଲାକ ଫଙ୍ଗସ୍…
କଟକରେ ଲକ୍ଡାଉନ୍ କଟକଣା କେତେ ମାନୁଛନ୍ତି ଲୋକେ
ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗୁ ହେବା ପରେ କଟକରେ କିଭଳି ଲୋକେ ଏହାକୁ ପାଳନ କରୁଛନ୍ତି ଚାଲନ୍ତୁ ଦେଖିବା ଏହି ରିପୋର୍ଟରେ
ମୋ ମା’
ମା’ ଖାଲି ଡାକଟିଏ ନୁହେଁ କି ଶବ୍ଦଟିଏ ନୁହେଁ। ମା ହେଉଛି ସ୍ନେହ, ପ୍ରେମ ତ୍ୟାଗ ଓ ତପସ୍ୟାର ସୀମାହୀନ ସାଗର। ଯାହାକୁ ଯେତେ ମାପିଲେ ବି ମାପି ହୁଏନି, ଯେତେ ଦେଖିଲେ ବି ଆଖି ପାଏନି।
ଜୋରସୋରରେ ଚାଲିଛି କାମ
ଓଡ଼ିଶାରେ ଟିକା ନିର୍ମାଣ କାର୍ଯ୍ୟ ପାଇଁ ଯୋରଦାର କାର୍ଯ୍ୟ ଚାଲିଛି । ପାଖାପାଖି ୨୫୦ ରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଲକ୍ଷ୍ୟ ରହିଛି ଆସନ୍ତା ବର୍ଷ ଜୁନ ସୁଦ୍ଧା କାର୍ଯ୍ୟ ସାରିବାକୁ । ଏହି ସ୍ଥାନରେ…
ଅଜୟଙ୍କ ନୂଆ ଫିଲ୍ମ ‘ମଇଦାନ’
ଏଥର ସିନେ ଝଲକରେ ଦେଖିବା: *ରିଲିଜ ହେଲା ରାଧେ ର ଟାଇଟଲ ଟ୍ରାକ୍ *ଓସ୍କାର ଦୌଡରେ ‘କର୍ମ’ *କଙ୍ଗନାଙ୍କୁ ବ୍ୟାନ କଲା ଟୁଇଟର *୧୦ହଜାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଦେବେ ସନ୍ନି ଲିଓନୀ *ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ମଇଦାନ’
ଲକଡାଉନ ପ୍ରଭାବ
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ରାଜ୍ୟକୁ ମେ ୧୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ଛାଡି ବାକି ସବୁ କିଛି ବନ୍ଦ ରହିଛି। ଲକ୍ଡାଉନ୍ ଆଜିଠାରୁ ଆରମ୍ଭ ହୋଇଥିବାରୁ ପୋଲିସ୍ ପକ୍ଷରୁ…
Archives


