ଏହି ଦେଶରେ ୧ ଜିବି ଡାଟା ପାଇଁ ଦେବାକୁ ପଡେ ୨୦୫୩ ଟଙ୍କା
ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ ଡାଟା ଭାରତରେ ମିଳୁଛି। ଅର୍ଥାତ ମୋବାଇଲ ଇଣ୍ଟରନେଟ ବ୍ୟବହାର ଲାଗି ଲୋକଙ୍କୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଭାରତରେ ୧ ଜିବି ଡାଟାର ହାରାହାରି ମୂଲ୍ୟ ୦.୦୯ ଡଲାର(୬.୭୫ ଟଙ୍କା) ରହିଛି ବୋଲି ନିକଟରେ…
ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ, ୬।୭- କ୍ରିକେଟ୍ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍ ଓ ରାଜନେତାଙ୍କ ପରି କ୍ରିକେଟର୍ମାନେ ମଧ୍ୟ ସାଧାରଣରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ତେବେ ଅନେକ ହୁଏତ…
ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା
ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ ମନରେ ଅନେକ ଦୁଃଖ। ପୁରୀବାସିନ୍ଦା ହୋଇ ମଧ୍ୟ ବଡଠାକୁରଙ୍କ ରଥ ଏଥର ଟାଣିପାରିନଥିବାରୁ ଭାବବିହ୍ୱଳ…
ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସରରୁ ଲୋକପ୍ରିୟ ଅଭିନେତା ପାଲଟିଥିଲେ ସୁଶାନ୍ତ
ବମ୍ବେ: ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସରରୁ ଧାରାବାହିକ, ପରେ ବଡ଼ପରଦା। ଏଭଳି କିଛି ଥିଲା ଅଭିନେତା ସୁଶାନ୍ତ ସିଂଙ୍କ ଯାତ୍ରା। ଜଣେ ସଫଳ ନାୟକ ଭାବେ ସେ ନିଜକୁ ପ୍ରମାଣିତ ମଧ୍ୟ କରିଥିଲେ। ଜୁନ୍ ୧୪ରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କର ନିଧନ…
ବସୁମତୀ ସ୍ନାନ ସହ ଶେଷ ହେଲା ରଜ
ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାରେ ଏହି ଦିନ ମା’ ଧରିତ୍ରୀ ତଥା ବସୁଧାମାତାଙ୍କ ପୂଜା କରିବାର ବିଧି…
Archives


