ଓଡ଼ିଶା: ଆଜିର ଫଟୋ (୪ ଫେବୃଆରୀ , ୨୦୨୩ )
ପ୍ରଥମ ଓଡ଼ିଆ ଭାଷା ସମିଳନୀ ପାଇଁ କମିଶନରେଟ ପୋଲିସ ବିଲଡିଙ୍ଗ ରେ ପ୍ରଦର୍ଶିତ ଲେଜର ଲାଇଟ ସୋ ଓୟୁଏଟି ଭେଟନରୀ ହକି ପଡିଆରେ ଓଡିଶା କେନେଲ କ୍ଲବ ପକ୍ଷରୁ ଡଗ ସୋ ରେ ଭାଗନେଇଥିବା ବିଭିର୍ନ ପ୍ରଜାତିର କୁକୁର
ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୩, ୨୦୨୪ )
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍ଘାଟିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ : ଭାରତ ବନାମ ଚାଇନା ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକାମ୍ର ଉତ୍ସବ
ଓଡ଼ିଶା: ଆଜିର ଫଟୋ (୨ ଫେବୃଆରୀ , ୨୦୨୩ )
ଆଗକୁ ଆସୁଛି ସରସ୍ବତୀ ପୂଜା କଟକ କୁମ୍ଭାର ସାହି ଅଞ୍ଚଳ ରେ ସରସ୍ବତୀ ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ବାରବାଟୀ ଷ୍ଟାଡ଼ିୟମରେ ଓଡିଶା ଓ ପଣ୍ଡିଚେରୀ ମଧ୍ୟରେ ଅନୁଷ୍ଠିତ ରଞ୍ଜିଟ୍ରଫି କ୍ରିକେଟ ମ୍ୟାଚ
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୧, ୨୦୨୪ )
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କ୍ରିଏଟିଭ ଆର୍ଟିଷ୍ଟ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କ ଉପରେ ଚିତ୍ରକଳା ପଦର୍ଶନୀ କଟକ ବାରବାଟୀ ଷ୍ଟାଡିଅମରେ ଓଡିଶା ରଣଜୀ କ୍ରିକେଟ ଟିମର ଅଭ୍ୟାସ
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୦, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରପି ଇଭେଣ୍ଟ ଓ ସିନେ ପ୍ରଡକ୍ସନ ଓ ନୃତ୍ୟ ପ୍ରତିଭା ପକ୍ଷରୁ ଓଡ଼ିଆ ସିନେ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଓ ପରିବେଷିତ ଓଡ଼ିଶୀ ନୃତ୍ୟ ମହାତ୍ମା ଗାନ୍ଧୀଙ୍କ ତିରୋଧାନ…
ଓଡ଼ିଶା: ଆଜିର ଫଟୋ (୨୯ ଜାନୁଆରୀ , ୨୦୨୩ )
ରସୁଲଗଡ ଛକରେ ପ୍ରବଳ ଗହଳି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରଦ୍ଧାଳୁ ମାନେ ଶ୍ରୀ ଦାଣ୍ଡ ଦେଖିବା ସହ ମହାପ୍ରଭୁ ଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୮, ୨୦୨୪)
ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କଟକ ସାରଳା ଭବନରେ ଅନୁଷ୍ଠିତ ୨୩ତମ ବାରବାଟୀ ଫେଷ୍ଟିଭାଲର ଉଦଯାପନୀ ସନ୍ଧ୍ୟାରେ ଡ.ମାଧୁରୀ ମଜୁମଦାର ଓ ସାଥି (କୋଲକାତା)ଙ୍କ ଦ୍ୱାରା ମଞ୍ଚସ୍ଥ କୁଚିପୁଡି ନୃତ୍ୟ କଳିଙ୍ଗ…
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୭, ୨୦୨୪)
ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ବାରବାଟୀ ଶିଶିର ମେଳା
ଓଡ଼ିଶା: ଆଜିର ଫଟୋ (୨୬ ଜାନୁଆରୀ , ୨୦୨୩ )
ପୁରୀ ତାଳବଣିଆ ପଡିଆ ପରିସର ରେ ସାଧାରଣ ତନ୍ତ୍ର ପାଳନ ଅବସର ରେ ଅନୁଷ୍ଠିତ ପରେଡ ରାଜଭବନରେ ରାଜ୍ୟପାଳ ରଘୁବର ଦାସ ପତାକା ଉତୋଳନ କରୁଛନ୍ତି ଓ ପାଖରେ ଥିବା ପିଲାଙ୍କୁ ଚକଲେଟ ଦଉଛନ୍ତି ମହାତ୍ମାଗାନ୍ଧୀ ମାର୍ଗରେ ସାଧାରଣତନ୍ତ୍ର ଦିବସରେ ପଜ୍ଞାନପାନ…
ଓଡ଼ିଶା: ଆଜିର ଫଟୋ (୨୫ ଜାନୁଆରୀ , ୨୦୨୩ )
ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନ୍ଦେମାତରମ ପକ୍ଷରୁ ପିଏମଜି ପଥପ୍ରାନ୍ତ ନାଟକ ମେରୀଯାନ ହିନ୍ଦୁସ୍ଥାନ ମାଷ୍ଟରକ୍ୟାଣ୍ଟିନ ଛକରେ ବିଏମସି ଷ୍ଟାଫ ଏକ କୁକୁରକୁ ଜାଲ ସାହାଯ୍ୟରେ ଧରୁଛନ୍ତି ଜାତୀୟ ମତଦାତା ଦିବସ ଅବସରରେ…
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୪, ୨୦୨୪)
ଭୁବନେଶ୍ୱର ପିଏମଜି ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପ୍ୟାରେଡ଼ ପାଇଁ ପ୍ରସ୍ତୁତି ରାଜଧାନୀରେ ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳା ପାଇଁ ଆଦିବାସୀମାନେ ପ୍ରସ୍ତୁତିରେ ଲାଗିଛନ୍ତି
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୩, ୨୦୨୪)
ଭୁବନେଶ୍ୱର ରସୁଲଗଡ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ପୁଣ୍ୟ ଜୟନ୍ତୀରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ୍ ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କଟକରେ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀକୁ ଛାତ୍ରୀଛାତ୍ରମାନେ ବୁଲି ଦେଖୁଛନ୍ତି …
Archives


