ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୪ )
ବାଲିଯାତ୍ରା ଉପର ପଡିଆରେ ଚାଲିଥିବା କଟକ ବୈଶାଖୀ ବାଣିଜ୍ୟ ମେଳା ମାଲଗୋଦାମ ଓଭର ବ୍ରିଜ ରାସ୍ତା ପାର୍ଶ୍ୱରେ ଥିବା ଫଳରସ ଦୋକାନ
ଓଡ଼ିଶା: ଆଜିର ଫଟୋ (୨୧ ମାର୍ଚ୍ଚ, ୨୦୨୪ )
ଦୋଳ ଅବସରରେ ବକ୍ସିବଜ଼ାର ଅଂଚଳ ରେ ଖୋଲିଥିବା ରଙ୍ଗ ଅଭିର ଦୋକାନ ନବୀନ ନିବାସରେ ଗଂଜାମ ଓ ଆସ୍କା ନିର୍ବାଚନୀ ମୀଟିଙ୍ଗ ସାଧାରଣ ନିର୍ବାଚନକୁ ନେଇ ଆଚରଣବିଧି ଲାଗୁ ପରେ ସିଡିଏ ସେକଟର ୧୦ ପେଟାନାଳ ରିଙ୍ଗ ରୋଡ ପାର୍ଶ୍ୱରେ ରହିଥିବା…
ଓଡ଼ିଶା: ଆଜିର ଫଟୋ ( ୨୦ ମାର୍ଚ୍ଚ, ୨୦୨୪ )
ରାଜଧାନୀ ଭୁବନେଶ୍ୱରରେ ବର୍ଷା କଟକ ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳା ବର୍ଷାରେ ଫିକା ପଡିଲା
ଓଡ଼ିଶା: ଆଜିର ଫଟୋ (୧୮ ମାର୍ଚ୍ଚ, ୨୦୨୪ )
କଟକ ସିଡିଏ ମାରୱାଡି ସମାଜ ପକ୍ଷରୁ ଶ୍ୟାମ ମହୋତ୍ସବ ଅବସରରେ ଆୟୋଜିତ ନିଶାଣ ଶୋଭାଯାତ୍ରା କଟକ ସହରସ୍ଥିତ କାଠଗଡ଼ା ସାହି ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ଦୁର୍ଗା କମିଟି ପକ୍ଷରୁ ନବ ନିର୍ମିତ ସୁନାର ଦୋଳ ବିମାନ ଉଦଘାଟିତ କଟକସ୍ଥିତ…
ଓଡ଼ିଶା: ଆଜିର ଫଟୋ (୧୮ ମାର୍ଚ୍ଚ, ୨୦୨୪ )
ଚୌଧୁରୀ ବଜ଼ାର ଅଞ୍ଚଳରେ ଖୋଲିଥିବା ଅଭିର ରଙ୍ଗ ଦୋକାନ ରୁ ଅଭିର ଓ ପିଚିକାରୀ କିଣୁଥିବା ଗ୍ରାହକ କାଠଗଡ଼ା ସାହି ରଣାସାହିରେ ପଂଚୁ ଦୋଳ ଓ ଦୋଳ ବିମାନ ମେଳଣ ପାଇଁ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ କେଳା କେଳୁଣୀ…
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୪ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ବାଗଦେବୀ ଲିଟେରାଚର ଟ୍ରଷ୍ଟ ପକ୍ଷରୁ ଆଯୋୖଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ଭୁବନେଶ୍ୱର ଲଳିତା କଳା ଏକାଡେମିରେ, Art For Autism ର ୪ର୍ଥ ବାର୍ଷିକ ଉତ୍ସବ ଅବସରରେ ଆଯୋୖଜିତ ଚିତ୍ରକଳା ପ୍ରଦର୍ଶନୀ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ )
ପବିତ୍ର ରମଜାନ ମାସର ପ୍ରଥମ ଶୁକ୍ରବାର ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ-୪ ମସଜିଦ ପରିସରରେ ସାମୁହିକ ନମାଜ ପାଠ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ବାଗଦେବୀ ଲିଟରେଚର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ‘ବିଦ୍ରୋହ ନିଜ…
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୩, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ ୨୬ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ଶେଷ ସାକ୍ଷାତ କଳିଙ୍ଗ ଷ୍ଟାଡିଅମରେ ଓଡିଶା ଏଫ୍ସି ଦ୍ୱାରା ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୨, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ କଳିଙ୍ଗ ନାଟ୍ୟ ମହୋତ୍ସବ ଭୁବନେଶ୍ୱର ପିଏମଜିରେ ଓଡିଶା ସମାଜସେବୀ ମହାସଂଘର ବିକ୍ଷୋଭ
ଓଡ଼ିଶା: ଆଜିର ଫଟୋ (୧୧ ମାର୍ଚ୍ଚ, ୨୦୨୪ )
ଟୟୋଟା ପକ୍ଷ୍ୟରୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ଆଭେଞ୍ଜର ପ୍ରଶିକ୍ଷଣ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ, ‘କବାଡି ସମାନ’ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟକଳା ଡ୍ୟାନ୍ସ…
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ )
ଇଣ୍ଡିଆନ୍ ମହିଳା ଲିଗ୍ ୨୦୨୩ -୨୪: ଭୁବନେଶ୍ୱରରେ କ୍ରୀଡ଼ା ଓଡିଶା ସହିତ ସେତୁ ଏଫ୍ସି ର ମ୍ୟାଚ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ତଦାରଖ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲର ଚେୟାରମ୍ୟାନ୍ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ…
Archives


