ଓଡ଼ିଶା: ଆଜିର ଫଟୋ ( ୬ ନଭେମ୍ବର, ୨୦୨୪ )
ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ କଟକ ବାଲିଯାତ୍ରା ତଳ ପଡିଆରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ BKCAC ଏବଂ SCSTRTI ଦ୍ୱାରା ରାଜ୍ୟ ସ୍ତରୀୟ କଳା…
ଓଡ଼ିଶା: ଆଜିର ଫଟୋ ( ୫ ନଭେମ୍ବର, ୨୦୨୪ )
ବାଲିଯାତ୍ରା ତଳ ପଡିଆରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ କଟକ ଗଡଗଡ଼େଶ୍ୱର ମନ୍ଦିର ନିକଟରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଏକ ମାଟି ହୁଙ୍କା ମୂଳରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଅଣ୍ଡା ନୈବେଦ୍ୟ ଅର୍ପଣ…
ଓଡ଼ିଶା: ଆଜିର ଫଟୋ ( ୩ ନଭେମ୍ବର, ୨୦୨୪ )
କଟକରେ କାଳୀ ମେଢ଼ ଭସାଣି ଶୋଭାଯାତ୍ରା ଭୁବନେଶ୍ୱରର ଏକ ଚାଷ ଜମିରେ ଲୋକମାନେ କାମ କରୁଛନ୍ତି ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ନାଟ୍ୟ ଧାରା ପକ୍ଷରୁ ନାଟକ, ‘ଦଙ୍ଗା’ ପରିବେଷଣ
ଓଡ଼ିଶା: ଆଜିର ଫଟୋ ( ୨ ନଭେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ସଂରଚନା ପକ୍ଷରୁ ନୃତ୍ୟ ଉତ୍ସବ କଟକ ମେହେନ୍ଦିପୀର ଅଂଚଳରେ ବିହାରୀ ସମ୍ପ୍ରଦାୟ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ଗିରି ଗୋବର୍ଦ୍ଧନ ପୂଜା କଟକ ବାଲିଯାତ୍ରା ତଳ ପଡିଆରେ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି
ଓଡ଼ିଶା: ଆଜିର ଫଟୋ ( ୩୧ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱର ସତ୍ୟନଗର ଠାରେ ମା କାଳୀଙ୍କ ପୂଜା ଭକ୍ତଙ୍କ ଭିଡ ଲାଗିରହିଛି ଖାନଗର ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି
ଓଡ଼ିଶା: ଆଜିର ଫଟୋ ( ୩୦ ଅକ୍ଟୋବର, ୨୦୨୪ )
ବାଲୁକା କଳାରେ ଦିୱାଲୀ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଟକ ପୁରୀଘାଟ ଦେବୀଗଡା ଠାରେ ଖୋଲିଥିବା ଅସ୍ଥାୟୀ ବାଣ ଦୋକାନରୁ ବାଣ କିଣିବା ପାଇଁ ଗ୍ରାହକଙ୍କ ଭିଡ କଟକର ବିଭିନ୍ନ ପୂଜା…
ଓଡ଼ିଶା: ଆଜିର ଫଟୋ ( ୨୯ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱରରେ ସୁନା ଦୋକାନରେ ଧନତେରାସ ପାଇଁ ଗହଳି ଭୁବନେଶ୍ୱର ରାଜଭବନ ଛକରେ ରାଜ୍ୟସ୍ତରୀୟ ସଚେତନତା ରାଲି ଓ ପଥ ଉତ୍ସବ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର
ଓଡ଼ିଶା: ଆଜିର ଫଟୋ ( ୨୭ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆରାଧନା ପକ୍ଷରୁ ପେଣ୍ଟିଙ୍ଗ ପ୍ରତିଯୋଗିତାରେ ପିଲାମାନେ ପେଣ୍ଟିଙ୍ଗ କରୁଛନ୍ତି ଲୋହିଆ ଏକାଡ଼େମୀରେ ଫୁଲ ଉପରେ ପ୍ରଜାପତି ବସିଛି ୟୁଥ ଫର ସେବା ପକ୍ଷରୁ ଭୁବନେଶ୍ୱର ୟୁନିଟ ୬ ଠାରେ…
ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ )
ଆଗକୁ ଆସୁଛି ଦୀପାବଳି, କଟକ ଖାନ ନଗର ଅଂଚଳରେ ଚିନି ସିରାରେ ପାରମ୍ପରିକ ମିଠା ପ୍ରସ୍ତୁତ କରୁଥିବା ପରିବାର ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଅପର୍ଚୁନିଟିଜ୍ ଆଣ୍ଡ୍…
ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )
କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ ଟ୍ରେନକୁ ଅପେକ୍ଷା କରି ଭୁବନେଶ୍ୱର ରେଳଷ୍ଟେସନରେ ବସି ରହିଛନ୍ତି ଯାତ୍ରୀ ଭୁବନେଶ୍ୱରରେ ଝିପିଝିପି…
ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ )
ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା ‘ଦାନା’ ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ…
ଓଡ଼ିଶା: ଆଜିର ଫଟୋ ( ୨୩ ଅକ୍ଟୋବର, ୨୦୨୪ )
ଭୁବନେଶ୍ୱର ସହିଦ ନଗରରେ ଲକ୍ଷ୍ମୀପୂଜା ଭସାଣି ଉତ୍ସବ ବାତ୍ୟା ଦାନା ପାଇଁ କଟକ ଛତ୍ର ବଜାର ପରିବା ହାଟରେ ଲୋକଙ୍କ ଗହଳି ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ରଙ୍ଗମ ଉତ୍ସବରେ ପରିବେଷିତ ଡ୍ରାମା, ‘ନାଗମଣ୍ଡଳ’
Archives


