ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୬ ଜୁନ୍, ୨୦୨୫)

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘MAKE THAT VIBE’ ରେ ଆୟୋଜିତ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ଭୁବନେଶ୍ୱର ରେଳଭବନଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରୁଛନ୍ତି ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ କଳାଭୂମି…

ଓଡ଼ିଶା: ଆଜିର ଫଟୋ (୩ ଜୁନ୍, ୨୦୨୫)

ରାଜଧାନୀରେ ପ୍ରବଳ ବର୍ଷା     କଟକ ମକରବାଘ ସାହି କେନାଲ ରୋଡ୍ ପାର୍ଶ୍ୱରେ ସିଏମସି ପକ୍ଷରୁ ଜବର ଦଖଲ ଉଚ୍ଛେଦ       କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମଧୁସୂଦନ ସଂଗ୍ରହାଳୟ ମୁଖ୍ୟ ଗେଟ୍…

ଓଡ଼ିଶା: ଆଜିର ଫଟୋ (୨ ଜୁନ୍, ୨୦୨୫)

ଝାରପଡା ଜେଲ ରାସ୍ତାରେ ରାସ୍ତା କାମଯୋଗୁ ପ୍ରବଳ ଧୂଳି ଉଡୁଛି ଜନସାଧାରଣ ହନ୍ତସନ୍ତ ରବୀନ୍ଦ୍ର ମଣ୍ଡପରେ ୩୩ ତମ ନୃତ୍ୟଞ୍ଜଳି ମହୋତ୍ସବରେ ଆୟୋଜିତ ଓଡିଶୀ ନୃତ୍ୟ

ଓଡ଼ିଶା: ଆଜିର ଫଟୋ (୧ ଜୁନ୍, ୨୦୨୫)

ପ୍ରଭୁ ଲିଙ୍ଗରାଜଙ୍କ ବିଭାହ ପରେ ମା ଗୌରୀ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ପ୍ରୋସେସନରେ ଆସୁଛନ୍ତି       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି       ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ପରିସରରେ ଏକ…

ଓଡ଼ିଶା: ଆଜିର ଫଟୋ ( ୩୧ ମେ, ୨୦୨୫ )

ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଶିବ ବିଭାହ ଉପଲକ୍ଷେ, ବରଯାତ୍ରୀ ଶୋଭାଯାତ୍ରା     ମାଷ୍ଟର କ୍ୟାଣ୍ଟିନରେ ତମାଖୁ ନିଷେଧ ଦିବସ ଅବସରରେ ବନ୍ଦେମାତରମ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ     କଟକ ଗଡଗଡ଼େଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହରପାର୍ବତୀଙ୍କ ବିଭାହ ଉତ୍ସବ  …

ଓଡ଼ିଶା: ଆଜିର ଫଟୋ ( ୨୮ ମେ, ୨୦୨୫ )

ପ୍ରବଳ ବର୍ଷା ମଧ୍ୟରେ ଶ୍ରୀମନ୍ଦିରରେ ଭିଡ଼ କମିଛି     ଭୁବନେଶ୍ୱରରେ ଲଘୁଚାପ ପ୍ରଭାବରେ ବର୍ଷା   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଦିବସ ଅବସରରେ ଉତ୍ସବ ନୃତ୍ୟ ଭିଲାସ

ଓଡ଼ିଶା: ଆଜିର ଫଟୋ ( ୨୭ ମେ, ୨୦୨୫ )

ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଦେବଦାସୀ ନୃତ୍ୟ ପରିବେଷଣ   ବିଧାନସଭା ୫୪ନଂ ପ୍ରକୋଷ୍ଠରେ ‘A Brief History of Odisha Legislative Assembly’ ପୁସ୍ତକକୁ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଅନ୍ୟମାନେ ଉନ୍ମୋଚନ କରୁଛନ୍ତି ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଅତିଥିଙ୍କ ସହ…

ଓଡ଼ିଶା: ଆଜିର ଫଟୋ ( ୨୬ ମେ, ୨୦୨୫ )

ଭୁବନେଶ୍ୱରର ରାମ ମନ୍ଦିର ପରିସରରେ ରୀତିନୀତି ଅନୁଯାୟୀ ଗଛ ଚାରିପାଖରେ ସୂତା ବାନ୍ଧିଛନ୍ତି ବିହାରୀ ସମ୍ପ୍ରଦାୟର ମହିଳାମାନେ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ‘ଶତାବ୍ଦୀର କଳାକାର’ ଦ୍ୱାରା ନାଟକ ‘ବାପା’ ପ୍ରଦର୍ଶିତ କଟକରେ ସାଧବ ମହିଳାମାନେ ସାବିତ୍ରୀ ବ୍ରତ ପାଳୁଛନ୍ତି ବ୍ରହ୍ମପୁର ଗାନ୍ଧିନଗର…

ଓଡ଼ିଶା: ଆଜିର ଫଟୋ ( ୨୫ ମେ, ୨୦୨୫ )

ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ରାଜଧାନୀରେ ମାର୍କେଟ ଗହଳି       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ଥିଏଟର ମହୋତ୍ସବର ଶେଷ ଦିନ       ସାବିତ୍ରୀ ପୂଜା ପାଇଁ କଟକ ଦୋଳମୁଣ୍ଡାଇରେ ଲୋକମାନେ ପୂଜା ସାମଗ୍ରୀ ଓ ଫଳ…

ଓଡ଼ିଶା: ଆଜିର ଫଟୋ ( ୨୪ ମେ, ୨୦୨୫ )

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା     ଶ୍ରୀମନ୍ଦିର ଉପରେ କଳା ବାଦଲ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ଥିଏଟର ଫେଷ୍ଟିଭାଲରେ ପରିବେଷିତ ନାଟକ ‘ବିଦେସିଆ’

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?