ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୬ , ୨୦୨୨)

ଖ୍ରୀଷ୍ଟମାସ ପୂର୍ବରୁ ଭୁବନେଶ୍ୱରର ବାଣୀ ବିହାର ନିକଟରେ ସାଜସଜ୍ଜା ସାମଗ୍ରୀ ବିକ୍ରି ହେଉଛି ଭୁବନେଶ୍ୱରର ପ୍ରଭୂଜି ଇଂରାଜୀ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଦିବସ ପାଳନ ଶ୍ରୀମନ୍ଦିର ଆରମ୍ଭ ହେଲା ପହିଲି ଭୋଗ ବିଡିଏ ସିଆରପି ସ୍କୋୟାରରେ ବେଆଇନ ଘର ନିର୍ମାଣକୁ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୫ , ୨୦୨୨)

ଉଦ୍ଘାଟନୀ ସମାରୋହ ରେ ବିମାନ ଶୋଭାଯାତ୍ରା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ବାୟାବାବା ମଠ ରାସ୍ତାରେ ଥିବା ବେଆଇନି ଦୋକାନ କୁ ବିଡିଏ ଉଛେଦ କରୁଛି କଟକସ୍ଥିତ ଜେଏନ୍ ଇନଡୋର ଷ୍ଟାଡିୟମରେ ଶ୍ରୀ ଅରୋବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୪, ୨୦୨୨ )

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ‘ଅଞ୍ଜଳି’   କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ, ଡିଜେଲ ଦର ହ୍ରାସ କରିବାକୁ ଦାବି କରି SUCI (C) ସଦସ୍ୟମାନଙ୍କ ବିକ୍ଷୋଭ ପ୍ରଦର୍ଶନ   ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୩ , ୨୦୨୨ )

ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସକାଳ ସମୟରେ ଘନ କୁହୁଡି     କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ : ଭାରତ ବନାମ ବାଂଲାଦେଶ     କଟକ ବାଦାମବାଡ଼ି ଅଞ୍ଚଳ ସକାଳ ୮ ଘଟିକାରେ ଘନ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୨, ୨୦୨୨ )

କଟକ ମିଶନ ରୋଡ ସ୍ଥିତ ଏକ ଦୋକାନରେ ବଡଦିନ ଉପଲକ୍ଷେ ବିକ୍ରି ପାଇଁ ରଖା ଯାଇଥିବା ସାମଗ୍ରୀ   ଭୁବନେଶ୍ୱର ସୂଚନା ଭବନରେ ‘ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ’ ର ଏକାଦଶ ପ୍ରତିଷ୍ଠା ଦିବସ ପାଳନ   ବିଧାନସଭାରେ ବାଚସ୍ପତି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧ , ୨୦୨୨)

ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ଓଡିଶା ସଚିବାଳୟ ନିକଟରେ ଏକ କାନ୍ଥରେ କଳାକାରମାନେ ମୂର୍ତି ଚିତ୍ର କରୁଛନ୍ତି ଜାତୀୟ ସ୍ତରର କୁକୁର ଶୋ’ର ଶେଷ ଦିନ ଭୁବନେଶ୍ୱରର ୟୁନିଟ୍-୬ ଖେଳ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିଲା

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୦, ୨୦୨୨ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥି ମାନେ, ସୂରମନ୍ଦିର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ   ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୯ , ୨୦୨୨)

ଛାତ୍ରୀଛାତ୍ର ମାନେ ଭୁବନେଶ୍ୱରର ବିଯେଇଏମ ବିଦ୍ୟାଳୟରେ ଆୟୋଜିତ ବିଜ୍ଞାନ ମେଳା ପ୍ରଦର୍ଶନ କରିଯାଉଛି ଭୁବନେଶ୍ୱରର ୟୁନିଟ୍-୬ ରେ ଓଡ଼ିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର କୁକୁର ଶୋ ପ୍ରତିଯୋଗିତା Sankarpur Nakei Melan Padia sthita udyan...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର  ୮ ,  ୨୦୨୨)

ସୂଚନା ଭବନ ରେ ମୋ ଓଡିଶା ପ୍ରତିଷ୍ଠାତା ଓ ବିପ୍ଲବୀ ନେତା ଭବାନୀଶଙ୍କର ପରିଜା ଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଉତ୍ସବ ରେ କଳାକାର ଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ଭୁବନେଶ୍ୱର ର ଲୋୱେର ପିଏମଜି ଠାରେ ଗଣଶିକ୍ଷକ ମହାସଂଘ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ୭ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପରିବେଷିତ ନାଟକ, ‘ସ୍ୱପ୍ନ ପୁରୁଷ’     ଭୁବନେଶ୍ୱର ଲୋୟର ପିଏମଜିରେ ସ୍ଥାୟୀ ଚାକିରୀ ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଶୋଭାଯାତ୍ରା  ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬ , ୨୦୨୨)

ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ କେରଳ ପର୍ଯ୍ୟଟନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିକ୍ଷୋବକାରୀମାନେ ଭୁବନେଶ୍ୱରରେ ପୋଲିସ ବ୍ୟାରେକଡ ଉପରେ ନିଜର ଲୁଗାପଟା ସୁଖାଉଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀମାନେ ଭୁବନେଶ୍ୱରର ଲୋୱେର ପିଏମଜି ଛକ ଠାରେ ବିକ୍ଷୋବ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫ , ୨୦୨୨)

ସୋମବାର ଜ୍ୟୋତି ମୋଟର ନେକ୍ସା ଦ୍ୱାରା ପାହଲରେ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା ଅଫ୍ ରୋଡିଂ ଡ୍ରାଇଭ୍ କାର୍ଯ୍ୟକ୍ରମ ଆଗକୁ ଆସୁଛି ବଡ ଦିନ ଚୌଧୁରୀ ବଜ଼ାର ଅଞ୍ଚଳରେ ଥିବା ଦୋକାନ ସମ୍ମୁଖରେ ଗୃହ ସଂଜିତ ଉପକରଣ ଗୁଡିକ ବିକ୍ରୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri