ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୧୭ ଜୁଲାଇ , ୨୦୨୫)

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ କଟକରେ ଓଡିଶା ବନ୍ଦର ପ୍ରଭାବ ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି କାମନା କରି ରେଭନଶା ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାଣ୍ଡେଲ ଶୋଭାଯାତ୍ରା   ପୁରୀ ସହରରେ ଓଡିଶା ବନ୍ଦର ପ୍ରଭାବ ବ୍ରହ୍ମପୁର…

ଓଡ଼ିଶା: ଆଜିର ଫଟୋ ( ୧୬ ଜୁଲାଇ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ପକ୍ଷରୁ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ       ଭୁବନେଶ୍ୱର ଲୋକସେବା ଭବନ ନିକଟରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ପୋଲିସର ପାଣି ପ୍ରୟୋଗ

ଓଡ଼ିଶା: ଆଜିର ଫଟୋ ( ୧୫ ଜୁଲାଇ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ସମାରୋହରେ ଆୟୋଜିତ ଓଡିଶୀ ନୃତ୍ୟ       କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ମହାମହିମ ରାଷ୍ଟ୍ରପତିଙ୍କ ଯିବା ସମୟରେ ରାସ୍ତା ପାର୍ଶ୍ୱରେ ରାଷ୍ଟ୍ରପତିଙ୍କୁ ଦେଖିବା…

ଓଡ଼ିଶା: ଆଜିର ଫଟୋ ( ୧୩ ଜୁଲାଇ, ୨୦୨୫ )

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତର ଅବ୍ୟବହିତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଅନୁଷ୍ଠିତ କାରକେଡ୍ ରିହଲର୍ସଲ     କଟକ ଗଡଗଡିଆ ଘାଟ ମହାନଦୀ ତଟରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି ନେଇ…

ଓଡ଼ିଶା: ଆଜିର ଫଟୋ ( ୧୨ ଜୁଲାଇ, ୨୦୨୫ )

ଭୁବନେଶ୍ୱର ବମିଖାଲ ରୋଡରେ ବର୍ଷା ପାଣି ଜମିବାରୁ ଗାଡି ମୋଟରର ଲମ୍ବା ଲାଇନ     ସ୍ୱାଭାବିକ ହେଉଛି ବସ ଚଳାଚଳ, କଟକ ବାଦାମବାଡ଼ି ମୁଖ୍ୟ ରାସ୍ତା ଦେଇ ବସ ଚଳାଚଳ କରୁଛି

ଓଡ଼ିଶା: ଆଜିର ଫଟୋ ( ୧୧ ଜୁଲାଇ , ୨୦୨୫ )

ଶ୍ରାବଣ ମାସରେ ଜଳ ଲାଗି ନେଇ ବିଭିନ୍ନ ଶୈବ ପୀଠକୁ ଗଡଗଡିଆ ଘାଟ ମହାନଦୀ ତଟରୁ ଜଳ ନେଇ ବାହାରିଥିବା କାଉଡିଆ ବରମୁଣ୍ଡା ପଡିଆରେ ଜାତୀୟ କଂଗ୍ରେସର ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସମାବେଶ

ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ )

ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି। ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଫଳରେ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ପେଟ୍ରୋଲପମ୍ପର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ୯ ଜୁଲାଇ, ୨୦୨୫ )

କଟକ ଯୋବ୍ରା ଆନିକଟଠାରେ ଜଣେ ଲୋକ ମାଛ ଧରୁଛନ୍ତି   କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟା ଜଳ     ଡ୍ରାଇଭର ସଂଘ ଆନ୍ଦୋଳନ ଯୋଗୁ ବସ ଚଳାଚଳ ବନ୍ଦ ଥିବାରୁ ବାଦାମବାଡ଼ି ରାସ୍ତା ଖାଁ ଖାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?