ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି     କଟକର କାଠଯୋଡି ନଦୀରେ ଗାଧୋଇବା ସମୟରେ ଦୁଇ ଇଞ୍ଜିନିୟର ବୁଡ଼ି ଯିବା ପରେ ଉଦ୍ଧାରକାରୀ ଦଳ ଖୋଜାଖୋଜି କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୧୬ ମେ, ୨୦୨୫ )

ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରମାଦେବୀ କଲେଜ ପର୍ଯ୍ୟନ୍ତ ସିନ୍ଦୁର ଯାତ୍ରା ଅନୁଷ୍ଠିତ ଗୁରୁ ବନମାଳୀ ମହାରଣାଙ୍କ ୮୪ତମ ସ୍ଵନକ୍ଷତ୍ର ମହୋତ୍ସବ ମର୍ଦ୍ଦଳ ଏକାଡେ଼ମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର…

ଓଡ଼ିଶା: ଆଜିର ଫଟୋ ( ୧୫ ମେ , ୨୦୨୫ )

ଅପେରସନ ସିନ୍ଦୂରର ସଫଳତା ପରେ କଟକ ଜ଼ିଲା ପ୍ରଶାସନ ପକ୍ଷ୍ୟରୁ ଦରଘାବଜ଼ାର ନେତାଜୀ ସ୍ମାରକୀ ପରିସର ରୁ ବାହାରିଥିବା ପରାକ୍ରମା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ ( ୧୪ ମେ, ୨୦୨୫ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୫୭ତମ ବାଣୀଚିତ୍ର ସିନେ ପୁରସ୍କାର ସମାରୋହ     କଟକ ଯୋବ୍ରା ଆନିକଟ ରାସ୍ତା ପାର୍ଶ୍ୱରେ ଜଣେ ଫଳ ବ୍ୟବସାୟୀ ଫଳ ଗୁଡିକୁ ସତେଜ ରଖିବା ପାଇଁ ପାଣି ସିଞ୍ଚନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୫ )

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ       ପୁରୀ ରଥ ଖଳାରେ ରଥ ନିର୍ମାଣ କାମ ଚାଲିଛି       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୧୭ତମ ଆନନ୍ଦ ଉତ୍ସବରେ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ

ଓଡ଼ିଶା: ଆଜିର ଫଟୋ ( ୧୦ ମେ, ୨୦୨୫ )

ପୁରୀ ରଥଯାତ୍ରା ପାଇଁ ଓଝା ସେବକମାନେ ନିର୍ମାଣ କାମରେ ଲାଗିଛନ୍ତି         ଭୀଷଣ ଗରମରେ କବଳିତ ଭୁବନେଶ୍ୱର       ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ସୁଭସ୍ମିତା ବିଶ୍ୱାଳଙ୍କ ଏକକ ଅଭିନୟ ନାଟକ ‘ଶେଷ ପୃଷ୍ଠା’

ଓଡ଼ିଶା: ଆଜିର ଫଟୋ ( ୭ ମେ, ୨୦୨୫ )

OSDMAର ସଦସ୍ୟମାନେ ଅପରାହ୍ନ ୪ଟାରେ ଭୁବନେଶ୍ୱର ରାଜମହଲରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରୁଛନ୍ତି       କଟକ ରେଳ ଷ୍ଟେସନରେ ରେଳ ସୁରକ୍ଷା ବାହିନୀ (RPF) କର୍ମଚାରୀମାନେ ଫ୍ଲାଗ ମାର୍ଚ୍ଚ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୬ ମେ, ୨୦୨୫ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ଜାତୀୟ ଆଦିବାସୀ ମେଳାରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଲୋକ ନୃତ୍ୟ     ପୁରୀ ରଥ ଖଳାରେ ରଥ ନିର୍ମାଣ କାମ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୪ ମେ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି     ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରକୁ ଆଶାୟୀମାନେ NEET UG 2025 ପାଇଁ ଆସିଛନ୍ତି

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri