ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜୁନ୍ ୮, ୨୦୨୦)

ଶଟ୍‌ଡାଉନ୍‌ ଖୋଲିବା ପରେ ରାଜଧାନୀ କଟକ ରୋଡରେ ଯାନବାହନ ଭିଡ଼। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେଇଯିବା ପୂର୍ବରୁ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଓଆର୍‌ଟିସି ବସ୍‌ଗୁଡିକୁ ବିଶୋଧନ କରାଯାଉଛି। ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପରେ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୭, ୨୦୨୦)

ରାଜଧାନୀରେ ପ୍ରବଳ ଖରା ଯୋଗୁ ତୃଷା ମେଣ୍ଟାଇବା ପାଇଁ ଗୋଟିଏ ପରା ପାଣି ପିଉଛି। ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ଯାତ୍ରୀ ଆଶ୍ରୟସ୍ଥଳୀକୁ କର୍ମଚାରୀମାନେ ସଫେଇ କରୁଛନ୍ତି। ଦୋକାନ ବଜରା ବନ୍ଦ ଥିବାରୁ ମଙ୍ଗଳବାଗ ଦୋକାନ ସମ୍ମୁଖ…

ଆଜିର ଫଟୋ (ଜୁନ୍ ୫, ୨୦୨୦)

ରାଜମହଲ ଛକରେ ରଙ୍ଗ୍‌ ସାଇଡ୍‌ରୁ ଆସୁଥିବା ବାଇକ୍‌ଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛି। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ଚାନ୍ଦନୀଛକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଗଜ ବେଶ। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ଅଳ୍ପସଂଖ୍ୟକ ବସ୍‌ ଚଳାଚଳ…

ଆଜିର ଫଟୋ (ଜୁନ୍ ୪, ୨୦୨୦)

ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ ସିଂଙ୍କ ସମେତ ପୋଲିସ କର୍ମଚାରୀମାନେ। ମହାନଦୀ ତଟରେ ଧୀବରମାନେ ମାଛ ଧରୁଛନ୍ତି। କଟକସ୍ଥିତ ଛତ୍ର…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩, ୨୦୨୦)

ପଙ୍ଗପାଳ ଆକ୍ରମଣ ପ୍ରତିହତ ଲାଗି ଅଭ୍ୟାସ କରୁଛନ୍ତି ଅଗ୍ନିଶମ କର୍ମଚାରୀ   ମଣିପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଥିବା ପ୍ରବାସୀ   ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଦଇତା ସେବକ   କଟକ ମଧୁପାଟଣାରେ ଜଣେ…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

ଭୁବନେଶ୍ୱରର ମେଘାଛନ୍ନ ଆକାଶ   ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ   କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ ପ୍ରସ୍ତୁତି   ନିଜ ଖାଦ୍ୟ ସଂଗ୍ରହ କରୁଛି ଗୁଣ୍ଡୁଚି   କଟକ ଯୋବ୍ରା ନିକଟ ମହାନଦୀରେ…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧ , ୨୦୨୦)

ରାଜଧାନୀରେ ଅନ୍‌ଲକ୍‌ ୧ ର ପ୍ରଭାବ ଅଚାର୍ଯ୍ୟବିହାର ଠାରୁ ଜୟଦେବବିହାର ଜାତୀୟ ରାଜପଥର ଦୃଶ୍ୟ ରାଜଧାନୀରେ ଅନ୍‌ଲକ୍‌ ୧ ଖୋଲିଲା କୋଚିଲେଇ ହାଟ , ହେଲେ ଶୂନଶାନ ରାଜଧାନୀ ଆକାଶରେ ମେଘର ଦୃଶ୍ୟ ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ପାଖରେ ଥିବା ନୀଳମାଧବ…

ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୦)

ପୁରୀରେ ଆଗେଇ ଚାଲିଛି ରଥ କାମ   ଭୁବନେଶ୍ୱରରେ ହେଲମେଟ ପିନ୍ଧି ନ ଥିବା ଲୋକଙ୍କୁ ଯାଞ୍ଚ କରୁଛନ୍ତି ପୋଲିସ   ରାସ୍ତା କଡ଼ରେ ଜୀବନ: ପ୍ରବଳ ଖରା ଯୋଗୁ କଟକ ରେଳଷ୍ଟେଶନ ନିକଟ ଗଛ ଛାଇରେ ବିଶ୍ରାମ ନେଉଛନ୍ତି ମହିଳା…

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା   ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’   ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ   ଜମୁଛି ମାସ୍କ ବେପାର   ପୁରୀ ରଥଖଳାରେ ଆଗେଇ ଚାଲିଛି…

ଆଜିର ଫଟୋ

ବିଡିଏ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି। ରାଜଧାନୀରେ ୨ ଜଣ ଯୁବତୀ ମୁହିଁରେ ମାସ୍କ ପିନ୍ଧି ସାଇକେଲରେ ଯାଉଛନ୍ତି। ଓଡିଶାରେ ରହୁଥିବା କଲକୋତା ଶ୍ରମିକମାନେ କଲୋକତା ଯିବା ପୂର୍ବରୁ ରସୁଲଗଡସ୍ଥିତ ଆଶ୍ରମ ସ୍କୁଲରେ ନାମ ପଞ୍ଜୀକରଣ…

ଓଡ଼ିଶା: ଆଜିର ଫଟୋ

କମିଶନରେଟ୍‌ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍‌ ବ୍ୟବହାରର ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ଗୁରୁବାର ଭୁବନେଶ୍ୱରର ଜୟଦେବ ବିହାରରୁ ନିଜର ଗନ୍ତବ୍ୟସ୍ଥଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?