ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)
ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ବେଣା ଚେର ରେ ପରଦା ପ୍ରସ୍ତୁତ କରୁଥିବା ମହିଳା ଓଡିଶା...
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩, ୨୦୨୧)
କଟକ ଡଗରପଡ଼ା ଅଞ୍ଚଳରେ ଭୋର ୫:୩୦ମିନିଟ ସମୟରେ ଘନ କୁହୁଡି କଟକ ନୂଆପଡାରେ ଘଞ୍ଚ ଦଳ ମଧ୍ୟରେ ବସିଛନ୍ତି ପକ୍ଷୀ କଟକ ତଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ସିଏମସି ପକ୍ଷରୁ ମନ୍ଦିର ଉଛେଦ ଓଡିଶା ମହିଳା ପୁଟବଲ...
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨, ୨୦୨୧)
ଭୁବନେଶ୍ୱର ପିଏମଜି ଛକ ନିକଟରେ ଥିବା ଆମ୍ବ ଗଛରେ ଚଳିତ ବର୍ଷ ଭଲ ଆମ୍ବ ଫଳିଛି ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ମାଛ ଧରୁଛନ୍ତି ଧୀବର କଟକ ରାଣୀହାଟ ରାସ୍ତାରେ ଶ୍ରମିକଙ୍କ ବିପଦସଂକୁଳ ଯାତ୍ରା
ଓଡ଼ିଶା: ଆଜିର ଫଟୋ (୧ ମାର୍ଚ୍ଚ, ୨୦୨୧)
ପଡୋଶୀ ରାଜ୍ୟ ରୁ ଆସିଥିବା ବ୍ୟକ୍ତିମାନେ ସ୍ନାନକରିବା ପାଇଁ ଗଡଗଡିଆ ଘାଟ ମହାନଦୀ ତଟ କୁ ମେଳି ବାନ୍ଧି ଯାଉଛନ୍ତି ରାଜଧାନୀ ରେ ପ୍ରବଳଖରା ରେ ୨ ଜଣ ଛାତ୍ରୀ ମୁହଁରେ ଓଢଣୀ ବାନ୍ଧି ରୋଡ ରେ ଯାଉଛନ୍ତି ମାଲଗୋଦାମ...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୧)
ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମୁହିକ ବିବାହ ମହୋତ୍ସବ ଭୁବନେଶ୍ୱରର ରାମମନ୍ଦିର ନିକଟରେ ରବିବାର କାଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗର ଉଦ୍ଘାଟନୀ ମ୍ୟାଚରେ ଓଡିଶା ପୋଲିସ ଏବଂ ସ୍ପୋର୍ଟସ ହଷ୍ଟେଲ ଖେଳାଳିଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି ଭୁବନେଶ୍ୱର...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୧)
କଟକ ରାଣୀହାଟ କେନାଲ ରାସ୍ତାରେ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ ଭୁବନେଶ୍ୱର ରାଜମହଲ ଛକରେ ଡବଲ ହେଲମେଟ ଚେକିଂ କଟକ ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୬, ୨୦୨୧)
କଟକରେ ଭାରତ ବନ୍ଦ ସମୟର ଦୃଶ୍ୟ ଭୁବନେଶ୍ୱର ୟୁନିଟ୍ ୧ ମାର୍କେଟ ଓ ୟୁନିଟ୍ ୨ ମାର୍କେଟ ବିଲ୍ଡିଂ ଭାରତ ବନ୍ଦ ପାଇଁ ଶୂନଶାନ ଜଗତପୁର ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିବା ଭାରି ଯାନ ...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୫ , ୨୦୨୧)
ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି ‘ପୁରବା ରଙ୍ଗ ଗୁଆହାଟୀ’ର କଳାକାରମାନେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅଭିନୟ କରୁଛନ୍ତି ଭୁବନେଶ୍ୱରର...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୧)
ଅନଲାଇନ କାରବାରରୁ ହେଉଥିବା ଠକେଇ ପାଇଁ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱର ପିଏମଜି ରାସ୍ତା ପାର୍ଶ୍ଵ ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୩, ୨୦୨୧)
ଭୁବନେଶ୍ୱର ବରମୁଣ୍ଡାରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣ ଉଚ୍ଛେଦ କଟକରେ ନକଲି ସିମେଣ୍ଟ କାରଖାନା
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୨, ୨୦୨୧)
ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିଂନ ଛକରେ ପବନ ଚକିରି ରେ ଧୂଳି ଉଡୁଛି ବରମୁଣ୍ଡା ଵଉଷ୍ଟାଣ୍ଡ ପରିସରରେ ଥିବା ଦୋକାନ କୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି ଭୁବନେଶ୍ୱରର ଏକ ଦୋକାନରେ ଜଣେ ବ୍ୟବସାୟୀ ପିଆଜକୁ ଓଜନ କରୁଛନ୍ତି କୋଭିଡ-୧୯...
ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୧, ୨୦୨୧)
କଟକ ସିଡିଏ ର ନେତାଜୀ ସେତୁରେ ବାଲୁକା କଳାକାର ସିଦ୍ଧାର୍ଥ ବେହେରାଙ୍କ ବାଲୁକା କଳା ଅଭିନେତ୍ରୀ ଅର୍ଚିତା ସାହୁ ଅନ୍ୟ ଅତିଥିମାନଙ୍କ ସହିତ ଭୁବନେଶ୍ୱରର ସାମନ୍ତରାୟ ପୁର, ଡିଅନ୍ ଅଟୋମୋବାଇଲରେ ଟାଟା ସଫାରିର ନୂଆ ମଡେଲ୍ କାର ଉନ୍ମୋଚନ କରୁଛନ୍ତି
Archives


