ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୧)
ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଡାଲା ଅଟୋ ପଛରେ ଟ୍ରଲି କୁ ବାନ୍ଧି ରୋଡରେ ନଉଥିବାର ଦୃଶ୍ୟ ରୋଟାରୀ କ୍ଲୁବ ରେ ଆକଟଇନଏଡ଼ ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଉପସ୍ଥିତ ମଞ୍ଚାସିନ ଅତିଥି ଓ ଯୋଗଦେଇଥିବା ଶିଶୁମାନେ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୧)
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଦ୍ଵିତୀୟ ଜାତୀୟ ଯୋଗାସନ ଚାମ୍ପିୟନଶିପର ଉଦଯାପନ ସମାରୋହ କଟକ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)
କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି କଟକର ପୁରୀଘାଟ ରୋଡରେ କାର୍ତ୍ତିକପୂର୍ଣ୍ଣିମା ପାଇଁ କାଗଜ ଡଙ୍ଗା ବିକ୍ରି ହେଉଛି …
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୧)
ଭୁବନେଶ୍ୱରର ନିଲାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଲଲିତକଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନ ଗୋପାଷ୍ଟମି ଅବସରରେ କଟକସ୍ଥିତ ମାରୱାରୀ କ୍ଲବରେ ଗୋମାତା ଙ୍କୁ ପୂଜା କରାଯାଉଛି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୧)
କରୋନା କଟକଣା ପାଇଁ କଟକ ଚାନ୍ଦିନୀଚୌକର ଏକ ଛାତ ଉପରେ ଛଟ ପୂଜା କରୁଛନ୍ତି ବିହାରୀ ସମ୍ପ୍ରଦାୟର ମହିଳା କଟକ ଆରିଲୋଠାରେ ମେଗା ଓମ୍ଫେଡ ଡାଏରୀ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଏକ ଛାତ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)
ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ ଉପରେ କଇଁଛ
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୧ )
କାର୍ତ୍ତିକ ମାସ ତୃତୀୟ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜାର୍ଚ୍ଚନା ସହ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି । ଆଜି ନାଗ ଚତୁର୍ଥୀ ଅବସରରେ ମହିଳା ମାନସିକ ଧାରି ମାନେ ଉଈ ହୁଙ୍କାକୁ ପୂଜାର୍ଚ୍ଚନା କରୁଛନ୍ତି।
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)
କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଟକ ମେହେନ୍ଦିପୀରରେ ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜାରେ ପରସ୍ପରକୁ ସିନ୍ଦୂର ଲଗାଉଛନ୍ତି…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫, ୨୦୨୧)
କଟକର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି କଟକରେ ଦୀପାବଳି ପାଳନ ଭୁବନେଶ୍ୱରର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୧)
ଭକ୍ତମାନେ କାଳୀ ପୂଜାରେ ଭୁବନେଶ୍ୱରର ସତ୍ୟ ନଗର କାଳୀ ମନ୍ଦିରରେ ଭିଡ଼ ଜମାଇଛନ୍ତି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୧)
ଭୁବନେଶ୍ୱରର ଏକ ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଭୁବନେଶ୍ୱରରେ ପରିବେଶ ଅନୁକୂଳ ବାଣ ବିକ୍ରି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୧)
ଦୀପାବଳି ଲାଗି କଟକ ଚୌଧୁରୀ ବଜାରରେ ପୂଜା ସାମଗ୍ରୀ କିଣିବା ପାଇଁ ଭିଡ଼ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ କଟକ ଖାନନଗରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୭ତମ ଓଡିଶା ରାଜ୍ୟ ଟେବୁଲ ଟେନିସ…
Archives


