ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୫, ୨୦୨୨ )

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ କଟକରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ମିନି ମାରାଥନ କଟକ ବିଜୁ ପଟ୍ଟନାୟକ ପାର୍କରେ ହେଲ୍‌ଥ୍‌ ଆଣ୍ଡ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୨)

ଭୁବନେଶ୍ୱରର ହଂସପାଳ ଛକ ନିକଟରେ ପୁରୀ କେନାଲରେ ଦେଖାଯାଇଥିବା କୁମ୍ଭୀର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ କ୍ଷେତରୁ ଫୁଲକୋବି ଅମଳ କରାଯାଉଛି ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପିଲାମାନେ ଆଦର୍ଶ ବିଦ୍ୟାଳୟରେ ପଢିବାପାଇଁ ପ୍ରବେଶିକା ପରୀକ୍ଷା ଦେଇ ଫେରୁଛନ୍ତି…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩, ୨୦୨୨)

କଟକ ଚୌଧୁରୀବଜାରରେ ଜଣେ ବ୍ୟବସାୟୀ ହୋଲି ଉପଲକ୍ଷେ ସାମଗ୍ରୀ ଗୁଡିକୁ ସଜ୍ଜିତ କରି ରଖୁଛନ୍ତି   କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ବେଙ୍ଗଲ ବନାମ ଚଣ୍ଡିଗଡ଼ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିନ  

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨, ୨୦୨୨)

ଭୁବନେଶ୍ୱର କ୍ୟାପିଟାଲ ଗ୍ରାଉଣ୍ଡରେ ଓଡିଶା ଓମେନ୍ସ ଫୁଟବଲ ଲିଗ ମ୍ୟାଚ   ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ  ମହାନଗର ନିଗମ ନିର୍ଵାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ   କଟକ ଶହୀଦ ଭବନରେ ଖୋଲିଥିବା କାଉଣ୍ଟରରୁ ମହାନଗର ନିଗମ ନିର୍ଵାଚନ ପାଇଁ ପ୍ରାର୍ଥୀପତ୍ର…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧, ୨୦୨୨)

ମହାଶିବରାତ୍ରୀ ଲାଗି କଟକର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ   କଟକ ବିରିବାଟି ରାଜପଥ ପାର୍ଶ୍ୱ ଗଛ ଡାଳରେ  ଆଶ୍ରୟ ନେଇଛନ୍ତି ବାଦୁଡ଼ି   ମହାଶିବରାତ୍ରୀ ଲାଗି ବ୍ରହ୍ମପୁରର ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା     ମହାଶିବରାତ୍ରୀ ଉପଲକ୍ଷେ ଚଳଚଞ୍ଚଳ ଭୁବନେଶ୍ୱରର ବିଭିନ୍ନ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୨)

ଛାତ୍ରୀଛାତ୍ରମାନେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛନ୍ତି ଜଟଣୀର କଳାକାର ଏଲ.ଇଶ୍ଵର ରାଓ ଭୁବନେଶ୍ୱରରେ ମହା ଶିବରାତ୍ରୀ ଉପଲକ୍ଷେ ଏକ ବୋତଲରେ ଭଗବାନ ଶିବଙ୍କ ପ୍ରଦର୍ଶନ କରୁଛନ୍ତି ମହାମାରୀ କାରଣରୁ ଦୁଇ ବର୍ଷ ପର୍ଯ୍ୟନ୍ତ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୨)

କଟକ ସିଟି ହସ୍ପିଟାଲ୍ ଠାରେ ପିଲାମାନଙ୍କୁ ପଲ୍ସ ପୋଲିଓ ଡ୍ରପ୍ ଦିଆଯାଉଛି ଆଗକୁ ମହା ଶିବରାତ୍ରୀ କଟକ ସ୍ଥିତ ବକ୍ସି ବଜାର ଅଞ୍ଚଳରେ ଥିବା ଆମରେଶ୍ୱର ମନ୍ଦିରରେ ଏକ ସାପ ମୂର୍ତ୍ତି ସଫା କରାଯାଉଛି କଟକର ଚାନ୍ଦିନୀଚୋୖକ ଅଷ୍ଟସମ୍ବୁ ମନ୍ଦିରରେ ପଙ୍କଉଦ୍ଧାର…

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୬, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ ହକିରେ ଇଣ୍ଡିଆନ ଓମେନ୍ସ ଏବଂ ସ୍ପେନ ଓମେନ୍ସ ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ କଟକ ଯୋବ୍ରା ଟ୍ରେନ ବ୍ରିଜ ନିକଟ ମହାନଦୀରେ ମିଶୁଛି ଦୂଷିତ ଜଳ କଟକ ବାରବାଟୀ ଷ୍ଟାଡ଼ିଅମରେ ବେଙ୍ଗଲ ଓ…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୨)

ଭାରତୀୟ ମହିଳା ହକି ଦଳ ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଦେଖାଯାଇଛି ଓଡିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ଗ୍ରାଉଣ୍ଡରେ ଓଡିଶା ପୋଲିସ୍ ବନାମ ପୂର୍ବ ତଟ ରେଳବାଇ ମ୍ୟାଚ୍   ଏଫଆଇଏଚ ପ୍ରୋ…

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୨, ୨୦୨୨ )

କଟକ ପୁରୀଘାଟ ଭୂତନାଥ ଶିବମନ୍ଦିର ସମ୍ମୁଖ ବୃଷଭ ପ୍ରତିକୃତିରେ ରଙ୍ଗତୂଳୀରେ ନୂତନ ରୂପରେଖ ଦେଉଛନ୍ତି ଶିଳ୍ପୀ   କଟକ ଦୋଳମୁଣ୍ଡାଇରେ ଟେରାକୋଟା ପ୍ରସ୍ତୁତ ବୋତଲ କିଣୁଛନ୍ତି ଗ୍ରାହକ  

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri