ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୬, ୨୦୨୨)

ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୨-୧୪ ବର୍ଷ ପିଲାଙ୍କ ଲାଗି କୋଭିଡ ଟୀକାକରଣ ଆରମ୍ଭ    ଭୁବନେଶ୍ୱରରେ ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବାକୁ ମୁଣ୍ଡରେ କପଡା ବାନ୍ଧି ଯାତାୟତ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୫, ୨୦୨୨ )

 ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଘାଟିତ   ବଜେଟ ଅଧିବେଶନ ଲାଗି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୨, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ   କଟକ କାଠଗଡ଼ା ସାହିରେ ଚାଲିଛି ପଞ୍ଚୁ ଦୋଳ ଓ ଦୋଳ ମେଲଣ ଲାଗି ପାରମ୍ପରିକ ମୁଖା ପ୍ରସ୍ତୁତି   କଟକ ବାରବାଟୀ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୧ , ୨୦୨୨)

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍- ୩ର ଏକ ପ୍ରାଚୀରରେ  ସଚେତନତାଧର୍ମୀ ଚିତ୍ରାଙ୍କନରେ ନିମଗ୍ନ ଶିଳ୍ପୀ   ଭୁବନେଶ୍ୱର ଏଜି ଛକରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ ଟ୍ରାଫିକ୍ ଡିସିପି ଏସ୍. ସୁଶ୍ରୀ ପୁସିଂ କାର୍ଡ,…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୦, ୨୦୨୨)

ରାଜଧାନୀରେ ପ୍ରବଳ ଖରାରେ ଯୁବତୀମାନେ ମୁଣ୍ଡରେ ଓଢଣୀ ପକାଇ ରାସ୍ତାରେ ଯାଉଛନ୍ତି ଭୁବନେଶ୍ୱର ସ୍ଥିତ ସିପି ଅଫିସ ସମ୍ମୁଖରେ ପତ୍ରଝଡା ଦେଇଥିବା ଗଛ ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଗାଡି ରଖିବାଯୋଗୁ ପ୍ରବଳ ଭିଡ ଭୁବନେଶ୍ୱରର ଓୟୁଏଟି ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ପ୍ରବଳ ଖରା…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୯ , ୨୦୨୨)

କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ଗାର୍ଡ ୱାଲ ଭୁଶୁଡ଼ି ପଡିଛି   ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ପାଇଁ ଭୁବନେଶ୍ୱର ପିଏମଜି ସ୍କୋୟାରରେ ଆୟୋଜିତ ଷ୍ଟ୍ରିଟ୍ ପ୍ଲେ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୮, ୨୦୨୨)

ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱରରେ ଏବିଭିପି ପକ୍ଷରୁ ଆୟୋଜିତ ମିନି ମାରାଥନ   ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଧରିତ୍ରୀ ଏବଂ ଓଡିଶାପୋଷ୍ଟ କର୍ମଚାରୀଙ୍କ ଗହଣରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥୀ ଓ ସମ୍ପାଦକ ତଥାଗତ ସତପଥୀ ଭୁବନେଶ୍ୱର…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୭, ୨୦୨୨)

ଜାତୀୟ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁବଳ ମହାରଣା ରବୀନ୍ଦ୍ର ମଣ୍ଡପ ସମୁଖରେ ବାଲୁକାକଳା ପ୍ରଦର୍ଶନ କରୁଛନ୍ତି ୟୁକ୍ରେନ ରୁ ଫେରିଥିବା ୭୭ଜଣ ଡାକ୍ତରୀ ଛାତ୍ରୀ ଛାତ୍ର ଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ…

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୫, ୨୦୨୨ )

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ କଟକରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ମିନି ମାରାଥନ କଟକ ବିଜୁ ପଟ୍ଟନାୟକ ପାର୍କରେ ହେଲ୍‌ଥ୍‌ ଆଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri