ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସଵ ରେ ପରିବେଷିତ ନାଟକ 'ମିଷ୍ଟର ରାଇଟ'
ଭୁବନେଶ୍ୱର ଏକାମ୍ର ହାଟରେ ପଖାଳ ଦିବସ ଅବସରରେ ଲୋକମାନେ ପଖାଳ ଖାଉଛନ୍ତି ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ 'ସହଶ୍ର ଧାରା'…
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ପୁରୁଷ)ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ହକି ମ୍ୟାଚ: ଆର୍ଜେଣ୍ଟିନା ୩-୧ ଗୋଲରେ ବିଜୟୀ
କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆରୁ ଦୋଳପୂର୍ଣ୍ଣମୀ ଅବସରରେ ସହର ପରିକ୍ରମା ପାଇଁ ଶୋଭାଯାତ୍ରାରେ ଦୋଳ ବିମାନ ଶ୍ରୀକ୍ଷେତ୍ରରେ ଦୋଳବେଦୀକୁ ଭୂଦେବୀ, ଶ୍ରୀଦେବୀଙ୍କ ସହ ଦୋଳଗୋବିନ୍ଦ ହୋଲି…
ଆଗକୁ ହୋଲି : ଗ୍ରାହକମାନେ କଟକସ୍ଥିତ କଲେଜ ସ୍କୋୟାରରେ ରଙ୍ଗ ସାମଗ୍ରୀ କିଣୁଛନ୍ତି କଟକର ନୟାସଡକ ଅଞ୍ଚଳରେ ମାରୱାରୀ ମହିଳାଙ୍କ ଦ୍ୱାରା ‘ହୋଲିକା ଦହନ୍’ ପାଳନ କରାଯାଉଛି…
ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୨-୧୪ ବର୍ଷ ପିଲାଙ୍କ ଲାଗି କୋଭିଡ ଟୀକାକରଣ ଆରମ୍ଭ ଭୁବନେଶ୍ୱରରେ ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବାକୁ…
ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଘାଟିତ ବଜେଟ ଅଧିବେଶନ ଲାଗି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକ
ହୋଲି ଉପଲକ୍ଷେ ଭୁବନେଶ୍ୱରର ୟୁନିଟ-୧ ହାଟରେ ରଙ୍ଗ ଦୋକାନ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ୧୪ତମ ରାଜ୍ୟସ୍ତରୀୟ କଳିଙ୍ଗ ହରବାଲ ଫେୟାର
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୦ ଗୋଲରେ ଜିତିଲା ଭାରତ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ କଟକ କାଠଗଡ଼ା ସାହିରେ ଚାଲିଛି ପଞ୍ଚୁ ଦୋଳ…